ETV Bharat / sports

ଆସନ୍ତାକାଲିଠୁ ଅଭ୍ୟାସକୁ ଫେରିବେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟର - ଅଭ୍ୟାସକୁ ଫେରିବେ ଦକ୍ଷିଣ ଆଫ୍ରିକା କ୍ରିକେଟର

ଆସନ୍ତାକାଲିଠାରୁ(26 ଅଗଷ୍ଟ) ଅଭ୍ୟାସକୁ ଫେରିବେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟର । ଏନେଇ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଘୋଷଣା କରିଛି ।

SA women cricketers to undergo training camp from August 26-31
ଆସନ୍ତାକାଲିଠୁ ଅଭ୍ୟାସକୁ ଫେରିବେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟର
author img

By

Published : Aug 25, 2020, 7:52 PM IST

କେପ ଟାଉନ(ଦକ୍ଷିଣ ଆଫ୍ରିକା): ଆସନ୍ତାକାଲିଠାରୁ(26 ଅଗଷ୍ଟ) ଅଭ୍ୟାସକୁ ଫେରିବେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟର । ଏନେଇ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଘୋଷଣା କରିଛି । ନ୍ୟାସନାଲ ଉଚ୍ଚ-ପ୍ରଦର୍ଶନ ସ୍କ୍ବାର୍ଡ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ (ଅଗଷ୍ଟ 26-31)ପ୍ରିଟୋରିଆରେ ଅଭ୍ୟାସ କରିବେ ।

ଏହି ଅଭ୍ୟାସ କ୍ୟାମ୍ପ ଜୈବ ସୁରକ୍ଷିତ ପରିବେଶରେ ହେବାକୁ ଥିବାବେଳେ, 24ଜଣ ମହିଳା କ୍ରିକେଟରଙ୍କୁ ଅଭ୍ୟାସ ଅନୁମତି ମିଳିଛି । ସମସ୍ତ 33ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋଭିଡ-19 ଟେଷ୍ଟ କରାଯାଇଥିବା ସହ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି ।

SA women cricketers to undergo training camp from August 26-31
ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ

ଦକ୍ଷିଣ ଆଫ୍ରିକା ମହିଳା ନ୍ୟାସନାଲ ଉଚ୍ଚ-ପ୍ରଦର୍ଶନ ସ୍କ୍ବାର୍ଡ: ଡାନ ଭାନ ନିଏକର୍କ, ଲିଜେଲେ ଲି, ମାରିଜାନେ କାପ, ମିଙ୍ଗନ ଡୁ ପ୍ରିଜ, ଚଲେ ଟ୍ରେଅନ, ସାବନିମ ଇସମେଲ, ଅୟାବୋଙ୍ଗା ଖାକା, ମାରିୟା କ୍ଳାସ, ତ୍ରୀସା ଚେଟ୍ଟି, ସିନାଲୋ ଜାଫତା, ଲାଉରା ୱଲଭରଡଟ, ଟୁମି ସେଖୁକୁମେ,, ନାଦିନ ଡି କ୍ଳାର୍କ, ନନକୁଲୁଲେକୁ ମ୍ଳାବା, ଫଆଏ ଟୁନିକ୍ଳିଫ, ଜିଣ୍ଟଲ ମାଲି, ରାଇସବ ତୋଜାଖେ, ଲାରା ଜୁଡଡଲ, ଆନେକ ବଚ, ତଜମିନ ବ୍ରିଟସ, ରବେନ ସିରେଲ ଓ ଆଣ୍ଡରେ ଷ୍ଟେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.