ETV Bharat / sports

IPL 2020: ଟସ ଜିତିଲେ ପୋଲାର୍ଡ, ରାଜସ୍ଥାନ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 25, 2020, 7:22 PM IST

Updated : Oct 25, 2020, 7:28 PM IST

ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲ ସଂସ୍କରଣର 45ତମ ମ୍ୟାଚ ଶୈଖ ଜାଏଦ ଷ୍ଟାଡିୟମ ଅବୁଧାବିରେ ଖେଳାଯାଉଛି । ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

RR VS MI: Mumbai Indians win toss, opt to bat first as Rohit misses out
IPL 2020: ଟସ ଜିତିଲେ ପୋଲାର୍ଡ, ରାଜସ୍ଥାନ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ରବିବାର ଡବଲହେଡରର ଦ୍ବିତୀୟ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ମୁମ୍ବାଇର ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିରଣ ପୋଲାର୍ଡ ଦଳର କ୍ୟାପଟେନ ଭାର ସମ୍ଭାଳିଛନ୍ତି । ଚଳିତ ଆଇପିଏଲ ସଂସ୍କରଣର 45ତମ ମ୍ୟାଚ ଶୈଖ ଜାଏଦ ଷ୍ଟାଡିୟମ ଅବୁଧାବିରେ ଖେଳାଯାଉଛି ।

ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନା ହୋଇଛି । ନାଥନ କୁଲଟର-ନାଇଲଙ୍କ ସ୍ଥାନରେ ଜେମ୍ସ ପାଟିନସନଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଅପରିବର୍ତ୍ତିତ ରହିଛି ।

One change:

NCN makes way for Patto.

Playing XI: Quinton (WK), Ishan, Surya, Tiwary, Hardik, Polly (C), Krunal, Chahar, Pattinson, Boult, Bumrah#OneFamily #MumbaiIndians #MI #Dream11IPL #RRvMI

— Mumbai Indians (@mipaltan) October 25, 2020 " class="align-text-top noRightClick twitterSection" data=" ">

ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିଛି । 11ଟି ମ୍ୟାଚରୁ ଏଯାବତ ମାତ୍ର 4ଟିରେ ବିଜୟୀ ହୋଇପାରିଛି ।

ରାଜସ୍ଥାନ ରୟାଲ୍ସ(ଚୁଡାନ୍ତ ଏକାଦଶ): ରବିନ ଉଥାପ୍ପା, ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ(ୱିକେଟ କିପର), ଜସ ବଟଲର, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ରିଆନ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗୀ ।

ମୁମ୍ବାଇ ଇଣ୍ଡିଆନ୍ସ (ଚୁଡାନ୍ତ ଏକାଦଶ): କ୍ବିଣ୍ଟନ ଡି କକ୍(ୱିକେଟ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ(କ୍ୟାପଟେନ), କ୍ରୁଣାଳ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆବୁଧାବି: ରବିବାର ଡବଲହେଡରର ଦ୍ବିତୀୟ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ମୁମ୍ବାଇର ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିରଣ ପୋଲାର୍ଡ ଦଳର କ୍ୟାପଟେନ ଭାର ସମ୍ଭାଳିଛନ୍ତି । ଚଳିତ ଆଇପିଏଲ ସଂସ୍କରଣର 45ତମ ମ୍ୟାଚ ଶୈଖ ଜାଏଦ ଷ୍ଟାଡିୟମ ଅବୁଧାବିରେ ଖେଳାଯାଉଛି ।

ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନା ହୋଇଛି । ନାଥନ କୁଲଟର-ନାଇଲଙ୍କ ସ୍ଥାନରେ ଜେମ୍ସ ପାଟିନସନଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଅପରିବର୍ତ୍ତିତ ରହିଛି ।

ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିଛି । 11ଟି ମ୍ୟାଚରୁ ଏଯାବତ ମାତ୍ର 4ଟିରେ ବିଜୟୀ ହୋଇପାରିଛି ।

ରାଜସ୍ଥାନ ରୟାଲ୍ସ(ଚୁଡାନ୍ତ ଏକାଦଶ): ରବିନ ଉଥାପ୍ପା, ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ(ୱିକେଟ କିପର), ଜସ ବଟଲର, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ରିଆନ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗୀ ।

ମୁମ୍ବାଇ ଇଣ୍ଡିଆନ୍ସ (ଚୁଡାନ୍ତ ଏକାଦଶ): କ୍ବିଣ୍ଟନ ଡି କକ୍(ୱିକେଟ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ(କ୍ୟାପଟେନ), କ୍ରୁଣାଳ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2020, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.