ETV Bharat / sports

କ୍ରିକେଟରୁ ଦୂରରେ ଥିବା ଧୋନିଙ୍କ ସମକକ୍ଷ ହେଲେ ରୋହିତ ଶର୍ମା - କ୍ରିକେଟଠାରୁ ଦୂରରେ ଥିବା ଧୋନିଙ୍କ ସମକକ୍ଷ ହେଲେ ରୋହିତ ଶର୍ମା

ପୂର୍ବରୁ ଭାରତୀୟ ପୂର୍ବତନ ଅଧିନାୟକ ତଥା ୱିକେଟ କିପର ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଦକ୍ଷିଣ ଆପ୍ରିକା ବିପକ୍ଷରେ ସର୍ବାଧିକ ଟି-20 ମ୍ୟାଚ ଖେଳିବାର ରେକର୍ଡ କରିଥିଲେ । ମାତ୍ର ଏବେ ଏହି ରେକର୍ଡ ଖାତାରେ ସାମିଲ ହୋଇଛନ୍ତି ରୋହିତ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 22, 2019, 11:34 PM IST

ବେଙ୍ଗାଲୁରୁ: ସଣ୍ଡେ ଫାଇଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-20 ଖେଳିଯାଉଛି । ତେବେ ଏହି ମ୍ୟାଚରେ ଏକ ନୂଆ ରେକର୍ଡର ସମକକ୍ଷ ହୋଇଛନ୍ତି ଉପଅଧିନାୟକ ରୋହିତ ଶର୍ମା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ମ୍ୟାଚ ଖେଳିବାରେ ଧୋନିଙ୍କ ସହ ସମକକ୍ଷ ହୋଇଛନ୍ତି ହିଟମ୍ୟାନ ।

ପୂର୍ବରୁ ଭାରତୀୟ ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଦକ୍ଷିଣ ଆପ୍ରିକା ବିପକ୍ଷରେ ସର୍ବାଧିକ ଟି-20 ମ୍ୟାଚ ଖେଳିବାର ରେକର୍ଡ କରିଥିଲେ । ମାତ୍ର ଏବେ ଏହି ରେକର୍ଡ ଖାତାରେ ସାମିଲ ହୋଇଛନ୍ତି ରୋହିତ । ଦୁହେଁ ଭାରତ ପକ୍ଷରୁ ସର୍ବାଧିକ 98ଟି ଟି-20 ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚରେ ମାତ୍ର 9 ରନ୍ କରି ଆଉଟ୍ ହୋଇଛନ୍ତି।

ତେବେ 98ଟି ମ୍ୟାଚରୁ 2443 ରନ କରିଛନ୍ତି ରୋହିତ ଶର୍ମା । ସେହିପରି ସମାନ 98 ମ୍ୟାଚରୁ 1617 ରନ୍ କରିଛନ୍ତି ଧୋନି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.