ETV Bharat / sports

ୱାଙ୍ଖେଡେରେ ଭାରତର ସୁପରହିଟ ସୋ, ଇଣ୍ଡିଜକୁ 241ରନ ଟାର୍ଗେଟ - ୱାଙ୍ଖେଡେରେ ଭାରତର ସୁପରହିଟ ସୋ

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 240 ରନ କରିଛି ଟିମ ଇଣ୍ଡିଆ। ସୁପର ସୋ ଦେଖାଇଲେ ରୋହିତ, ରାହୁଲ ଓ କୋହଲି। ଅଧିକ ପଢ଼ନ୍ତୁ...

Rohit, Rahul and Kohli power India, superhit show in wankhede,  240/3 against west indies in 3rd T-20, third t-20, wankhede stadium, ଇଣ୍ଡିଜକୁ 241ରନ ଟାର୍ଗେଟ,  ୱାଙ୍ଖେଡେରେ ଭାରତର ସୁପରହିଟ ସୋ, ଟିମ ଇଣ୍ଡିଆ
ୱାଙ୍ଖେଡେରେ ଭାରତର ସୁପରହିଟ ସୋ, ଇଣ୍ଡିଜକୁ 241ରନ ଟାର୍ଗେଟ
author img

By

Published : Dec 11, 2019, 9:17 PM IST

ମୁମ୍ବାଇ: ୱାଙ୍ଖେଡରେ ରୋହିତ, ରାହୁଲ ଓ କୋହଲିଙ୍କ ଧୂଆଁଧାର ବ୍ୟାଟିଂ। ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 240 ରନ କଲା ଟିମ ଇଣ୍ଡିଆ। କାରବିଆନ ଦଳକୁ 241 ରନର ଟାର୍ଗେଟ । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟ ଇଣ୍ଡିଜ। ଭାରତୀୟ ଟିମ ପକ୍ଷରୁ କେଏଲ ରାହୁଲ ସର୍ବାଧିକ 91 ରନ କରିଥିବା ବେଳେ ରୋହିତ ଶର୍ମା 34 ବଲରେ 71ରନ ଓ କୋହଲି 29 ବଲରେ 70 ରନର ଦମଦାର ପାଳି ଖେଳିଛନ୍ତି।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ୱିକେଟ ପାଇଁ 135 ରନର ଭାଗିଦାରୀ କରିଥିଲେ । ରୋହିତ ନିଜ କ୍ୟାରିଅୟରର 19ତମ ଅର୍ଦ୍ଧ ଶତକ କରିଛନ୍ତି। କେସରିନ ୱିଲିୟମେସଙ୍କ ବଲରେ ହେଡେନ ୱାଲ୍ସ ରୋହିତଙ୍କ କ୍ୟାଚ ନେଇଥିଲେ । ସେପଟେ ଋଷଭ ପନ୍ତଙ୍କ ଫ୍ଲପ ସୋ ଜାରି ରହିଛି । ବୁଧବାର ମ୍ୟାଚରେ ମଧ୍ୟ ଶୂନ ରନ କରି ପଭିଲିୟନ ଫେରିଥିଲେ ପନ୍ତ ।

Rohit, Rahul and Kohli power India, superhit show in wankhede,  240/3 against west indies in 3rd T-20, third t-20, wankhede stadium, ଇଣ୍ଡିଜକୁ 241ରନ ଟାର୍ଗେଟ,  ୱାଙ୍ଖେଡେରେ ଭାରତର ସୁପରହିଟ ସୋ, ଟିମ ଇଣ୍ଡିଆ
ୱାଙ୍ଖେଡେରେ ଭାରତର ସୁପରହିଟ ସୋ, ଇଣ୍ଡିଜକୁ 241ରନ ଟାର୍ଗେଟ

ଏହାପରେ ବିରାଟ କୋହଲି ଓ ଲୋକେଶ ରାହୁଲ ୱାଙ୍ଖେଡେରେ ଦେଖାଇଥିଲେ ଦବଦବା । 29 ବଲରେ 70 ରନ କରିଥିବା କୋହଲି 7ଟି ଛକା ଓ 4ଟି ଚଉକା ମାରିଥିଲେ। ସେପଟେ 91 ରନ ପାଳି ଖେଳି ରାହୁଲ 4ଟି ଛକା ଓ 9ଟି ଚଉକା ଲଗାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.