ETV Bharat / sports

'ଟି20 ବିଶ୍ବକପରେ ରୋହିତ-ଧାୱନ ଶ୍ରେଷ୍ଠ ଓପନିଂ ବିକଳ୍ପ'

ବିଶ୍ବକପରେ ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ଶ୍ରେଷ୍ଠ ଓପନିଂ ବିକଳ୍ପ ଭାବେ ଭାରତ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ । ଅଧିକ ପଢନ୍ତୁ...

Rohit-Dhawan best option for T20 WC, former selector Sarandeep
'ଟି20 ବିଶ୍ବକପରେ ରୋହିତ-ଧାୱନ ଶ୍ରେଷ୍ଠ ଓପନିଂ ବିକଳ୍ପ'
author img

By

Published : Mar 30, 2021, 9:22 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ଭାରତରେ ଖେଳାଯିବ ଟି20 ବିଶ୍ବକପ । ଫଟାଫଟ କ୍ରିକେଟର ଏହି ମହାଲଢେଇ ପାଇଁ ସମସ୍ତ ଟିମ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

Rohit-Dhawan best option for T20 WC, former selector Sarandeep
ରୋହିତ ଶର୍ମା - ଶିଖର ଧାୱନ

ବିଶ୍ବକପରେ ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ଶ୍ରେଷ୍ଠ ଓପନିଂ ବିକଳ୍ପ ଭାବେ ଭାରତ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ ।

ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 4ଟି ଭିନ୍ନ ଓପନିଂ ଯୋଡିଙ୍କୁ ନେଇ ମ୍ୟାଚ ଖେଳିଥିଲା ଟିମ ଇଣ୍ଡିଆ । ଏପରିକି କ୍ୟାପଟେନ ବିରାଟ କୋହଲି ମଧ୍ୟ ରୋହିତ ଶର୍ମାଙ୍କ ସହ ଗୋଟିଏ ମ୍ୟାଚରେ ଓପନିଂ କରିଥିଲେ ଓ ଏହି ଯୋଡି ପ୍ରଭାବୀ ସାବ୍ୟସ୍ତ ମଧ୍ୟ ହୋଇଥିଲା । ଏହି ମ୍ୟାଚ ପରେ କୋହଲି ଆଇପିଏଲରେ ଓପନିଂ କରିବେ ବୋଲି କହିଥିଲେ ।

ଅଷ୍ଟ୍ରେଲିଆରେ ଗତ ବର୍ଷ ଭାରତର ଐତିହାସିକ ସିରିଜ ବିଜୟ ସହ ସରନଦୀପଙ୍କ ଚୟନକର୍ତ୍ତା ଅବଧି ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.