ETV Bharat / sports

ଯୁବରାଜଙ୍କ ଟାର୍ଗେଟରେ ଚୟନକର୍ତ୍ତା, 2019 ବିଶ୍ବକପକୁ ନେଇ କହିଲେ ଏମିତି... - ଭାରତୀୟ ବିଶ୍ବକପ ଦଳର ଚୟନକର୍ତ୍ତା

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଟାର୍ଗେଟରେ ଭାରତୀୟ ବିଶ୍ବକପ ଦଳର ଚୟନକର୍ତ୍ତା । ଯୁବରାଜ କହିଛନ୍ତି ବିଶ୍ବକପ ଦଳ ଚୟନରେ ଭୁଲ ହୋଇଥିଲା । ଅଧିକ ପଢନ୍ତୁ...

ଯୁବରାଜ ସିଂହ
ଯୁବରାଜ ସିଂହ
author img

By

Published : Dec 17, 2019, 11:30 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଟାର୍ଗେଟରେ ଭାରତୀୟ ବିଶ୍ବକପ ଦଳର ଚୟନକର୍ତ୍ତା । ଯୁବରାଜ କହିଛନ୍ତି ବିଶ୍ବକପ ଦଳ ଚୟନରେ ଭୁଲ ହୋଇଥିଲା । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନକୁ ନେଇ ପୂର୍ବରୁ ଚର୍ଚ୍ଚା ରହିଥିଲା ।

Yuvaraj on India No.4
ଅମ୍ବାତି ରାୟୁଡୁ

ତେବେ ଚୟନକର୍ତ୍ତା ଏହାର ସଠିକ ଭରଣା କରିନଥିଲେ । ବିରାଟ କୋହଲିଙ୍କ ଟିମରେ ଅମ୍ବାତି ରାୟୁଡୁ 4 ନଂ ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ଥିଲେ । ମାତ୍ର ତାଙ୍କୁ ଦଳରେ ସାମିଲ କରାଯାଇ ନଥିଲା । ଯୁବ, ଅନଭିଜ୍ଞ ଖେଳାଳି ଋଷଭ ପନ୍ତ ଓ ବିଜୟ ଶଙ୍କରଙ୍କୁ ଚୟନକର୍ତ୍ତା ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ଭରଷା କରି ଭୁଲ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.