ETV Bharat / sports

ଉଜ୍ଜୟିନୀ ମହାକାଳେଶ୍ବର ମନ୍ଦିରରେ କୋଚ ରବି ଶାସ୍ତ୍ରୀଙ୍କ ପୂଜାପାଠ

ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ପରେ ରବି ଶାସ୍ତ୍ରୀ ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ବର ମନ୍ଦିରରେ ପୂଜାପାଠ କରିଛନ୍ତି।

author img

By

Published : Nov 17, 2019, 2:41 PM IST

ravi shastri

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ମହାକାଳେଶ୍ବରଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଛନ୍ତି ଭାରତୀୟ କୋଚ ରବିଶାସ୍ତ୍ରୀ ଓ ଫିଜିକଲ ସ୍ପୋଟିଙ୍ଗ ଷ୍ଟାଫ। 15ମିନିଟ୍‌ ସମୟ ଧରି ମହାକାଳ ମନ୍ଦିରର ଗର୍ଭ ଗୃହରେ ପୂଜାର୍ଚ୍ଚନା କରିଛନ୍ତି ସେମାନେ।ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ପରେ ନନ୍ଦୀଗୃହରେ ମନ୍ତ୍ର ପାଠ ହୋଇଥିଲା। ଏହି ଅବସରରେ ମିଡିଆ ସହ କଥା ହୋଇ ନଥିଲେ ରବି ଶାସ୍ତ୍ରୀ ।

ଉଜ୍ଜୟିନୀ ମହାକାଳେଶ୍ବର ମନ୍ଦିରରେ କୋଚରବି ଶାସ୍ତ୍ରୀଙ୍କ ପୂଜା ପାଠ

Intro:Body:

BLANK FOR LINK  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.