ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ମହାକାଳେଶ୍ବରଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଛନ୍ତି ଭାରତୀୟ କୋଚ ରବିଶାସ୍ତ୍ରୀ ଓ ଫିଜିକଲ ସ୍ପୋଟିଙ୍ଗ ଷ୍ଟାଫ। 15ମିନିଟ୍ ସମୟ ଧରି ମହାକାଳ ମନ୍ଦିରର ଗର୍ଭ ଗୃହରେ ପୂଜାର୍ଚ୍ଚନା କରିଛନ୍ତି ସେମାନେ।ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ପରେ ନନ୍ଦୀଗୃହରେ ମନ୍ତ୍ର ପାଠ ହୋଇଥିଲା। ଏହି ଅବସରରେ ମିଡିଆ ସହ କଥା ହୋଇ ନଥିଲେ ରବି ଶାସ୍ତ୍ରୀ ।
ଉଜ୍ଜୟିନୀ ମହାକାଳେଶ୍ବର ମନ୍ଦିରରେ କୋଚ ରବି ଶାସ୍ତ୍ରୀଙ୍କ ପୂଜାପାଠ - ravi shastri latest news
ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ପରେ ରବି ଶାସ୍ତ୍ରୀ ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ବର ମନ୍ଦିରରେ ପୂଜାପାଠ କରିଛନ୍ତି।
ravi shastri
ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ମହାକାଳେଶ୍ବରଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଛନ୍ତି ଭାରତୀୟ କୋଚ ରବିଶାସ୍ତ୍ରୀ ଓ ଫିଜିକଲ ସ୍ପୋଟିଙ୍ଗ ଷ୍ଟାଫ। 15ମିନିଟ୍ ସମୟ ଧରି ମହାକାଳ ମନ୍ଦିରର ଗର୍ଭ ଗୃହରେ ପୂଜାର୍ଚ୍ଚନା କରିଛନ୍ତି ସେମାନେ।ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ପରେ ନନ୍ଦୀଗୃହରେ ମନ୍ତ୍ର ପାଠ ହୋଇଥିଲା। ଏହି ଅବସରରେ ମିଡିଆ ସହ କଥା ହୋଇ ନଥିଲେ ରବି ଶାସ୍ତ୍ରୀ ।
Intro:Body:
Conclusion:
BLANK FOR LINK
Conclusion:
TAGGED:
ravi shastri latest news