ETV Bharat / sports

ଆଇସିସି ମହିଳା ଦିନିକିଆ ବ୍ୟାଟିିଂ ମାନ୍ୟତା: ଶ୍ରେଷ୍ଠ 20 ମଧ୍ୟରେ ପୁନମ

author img

By

Published : Mar 16, 2021, 9:33 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ପୁନମ ଦମଦାର ପ୍ରଦର୍ଶନ ମାନ୍ୟତାରକେ ପ୍ରତିଫଳିତ ହୋଇଛି । ଅଧିକ ପଢନ୍ତୁ...

Raut among top 20 batters in ICC women's ODI rankings
ଆଇସିସି ମହିଳା ଦିନିକିଆ ବ୍ୟାଟିିଂ ମାନ୍ୟତା: ଶ୍ରେଷ୍ଠ 20 ମଧ୍ୟରେ ପୁନମ

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ଷ୍ଟାର ଖେଳାଳି ପୁନମ ରାଉତ ଶ୍ରେଷ୍ଠ 20 ସ୍ଥାନ ମଧ୍ୟରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ପୁନମ ଦମଦାର ପ୍ରଦର୍ଶନ ମାନ୍ୟତାରକେ ପ୍ରତିଫଳିତ ହୋଇଛି । ମଙ୍ଗଳବାର ପ୍ରକାଶିତ ମାନ୍ୟତା ତାଲିକାରେ କ୍ୟାରିୟର ଶ୍ରେଷ୍ଠ 13ତମ ସ୍ଥାନରେ ରହିସାରିଥିବା ପୁନମ ଶେଷ ତିନୋଟି ମ୍ୟାଚରେ 62, 77 ଓ 104 ରନର ଇଂନିସ ଖେଳିବା ପରେ 8ଟି ସ୍ଥାନ ଉପରକୁ ଉଠି 18ତମ ସ୍ଥାନରେ ରହିଛି ।

ଓପନର ସ୍ମୃତି ମାନ୍ଧାନା ସପ୍ତମ ଓ କ୍ୟାପେନ ମିତାଲି ରାଜ ନବମ ସ୍ଥାନରେ ରହିଛନ୍ତି । ଭାଇସ-କ୍ୟାପଟେନ ହରମନପ୍ରୀତ କୌର 15ତମ ସ୍ଥାନରେ ରହିଛନ୍ତି ।

ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ 4ଟି ସ୍ଥାନ ଉପରକୁ ଉଠି ବୋଲିଂ ମାନ୍ୟତାର 18ତମ ସ୍ଥଢାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.