ETV Bharat / sports

ରଣଜୀ ଟ୍ରଫି: ଦ୍ୱିତୀୟ ଦିନରେ ହରିୟାଣାର ପଲ୍ଲା ଭାରି - ଓଡିଶା କ୍ରିକେଟ ଟିମ

2ୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶାଠୁ 148 ରନ ଆଗରେ ରହିଛି ଘରୋଇ ହରିଆଣା । ଶୁଭମ ରୋହିଲିଆ (48ରନ୍‌), ଅଙ୍କିତ କୁମାର (46ରନ୍‌) ଓ ହିମାଂଶୁ ରାଣାଙ୍କ 40 ରନ୍‌ ଜରିଆରେ ଓଡିଶା ବିପକ୍ଷରେ ଏକ ବଡ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଯାଉଛି ହରିୟାଣା।

ରଣଜୀ ଟ୍ରଫି
ରଣଜୀ ଟ୍ରଫି
author img

By

Published : Jan 12, 2020, 10:35 PM IST

କଟକ: ରଣଜୀ ଟ୍ରଫିରେ ଓଡିଶା ବିପକ୍ଷରେ ହରିୟାଣାର ପଲ୍ଲା ଭାରି। 2ୟ ଦିନ ଶେଷ ସୁଦ୍ଧା ଓଡିଶାଠୁ 148 ରନରେ ଅଗ୍ରଣୀ ଲାଭ କରିଛି ହରିଆଣା। ଶୁଭମ ରୋହିଲିଆ (48ରନ୍‌), ଅଙ୍କିତ କୁମାର (46ରନ୍‌) ଓ ହିମାଂଶୁ ରାଣାଙ୍କ 40 ରନ୍‌ ଜରିଆରେ ଓଡିଶା ବିପକ୍ଷରେ ଏକ ବଡ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଯାଉଛି ହରିୟାଣା।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡିଶା 5 ୱିକେଟ ହରାଇ ସଂଗ୍ରହ କରିଥିଲା 141 ରନ। 2ୟ ଦିନ ଖେଳ ଆରମ୍ଭରୁ ହିଁ ସଙ୍କଟରେ ପଡିଥିଲା ଓଡିଶା। ମାତ୍ର 19 ରନ୍‌ରେ ସମସ୍ତ ୱିକେଟ ହରାଇ 160 ରନ କରିଥିଲା ଓଡିଶା । ଦଳ ପକ୍ଷରୁ ବିପ୍ଳବ ସାମନ୍ତରାୟ ସର୍ବାଧିକ 52 ରନ କରିଥିବାବେଳେ ଆଉ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ଖେଳ ପଦର୍ଶନ କରି ପାରି ନଥିଲେ। ହରିଆଣା ପକ୍ଷରୁ ଟିନୁ କୁଣ୍ଡୁ ସର୍ବାଧିକ 5ଟି ଓ ହର୍ଷଲ ପଟେଲ 3ଟି ୱିକେଟ ଅକ୍ତିଆର କରିଛନ୍ତି।

ଟ୍ରାଏଲ ରନକୁ ପିଛା କରି 2ୟ ଦିନ ଖେଳ ଶେଷ ସୁଦ୍ଧା 5 ୱିକେଟ ହରାଇ 218 ରନ ସଂଗ୍ରହ କରିଛି ହରିୟାଣା। 2ୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶାଠୁ 148 ରନ ଆଗରେ ରହିଛି ହରିୟାଣା। ଦଳ ପକ୍ଷରୁ ପ୍ରମୋଦ ଚନ୍ଦେଲା ଓ ହର୍ଷଲ ପଟେଲ ଯଥାକ୍ରମେ 24 ଓ 25 ରନ କରି କ୍ରିଜରେ ଅଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ରଣଜୀ ଟ୍ରଫି । ଓଡିଶା ବିପକ୍ଷରେ କର୍ଣ୍ଣାଟକ ର ପଲା ଭାରି । ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଓଡ଼ିଶାଠୁ 148 ରନ ରେ ଅଗ୍ରଣୀ ଲାଭ କରିଛି କର୍ଣ୍ଣାଟକ । ଶୁଭମ ରୋହିଲିଆ 48 ଅଙ୍କିତ କୁମାର 46 ହିମାଂଶୁ ରାନା ଙ୍କ ବ୍ୟକ୍ତି ଗତ 40 ରନ ଜରିଆରେ ଓଡିଶା ବିପକ୍ଷ ରେ ଏକ ବଡ଼ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଯାଉଛି କର୍ଣ୍ଣାଟକ ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡିଶା 5 ୱେକେଟ ହରାଇ ସଂଗ୍ରହ କରିଥିଲା 141 ରନ । ଦ୍ୱିତୀୟ ଦିନ ଖେଳ ଆରମ୍ଭ ରୁ ହିଁ ସଂକଟ ରେ ପଡିଥିଲା ଓଡିଶା । ମାତ୍ର 19 ରନ ରେ ସମସ୍ତ ୱେକେଟ ହରାଇ 160 ରନ କରିଥିଲା ଓଡିଶା । ଦଳ ପକ୍ଷରୁ ବିପ୍ଳବ ସାମନ୍ତରାୟ ସର୍ବାଧିକ 52 ରନ ଛଡା ଆଉ କୌଣସି ବ୍ୟଟ୍ସମ୍ୟାନ ଆଖିଦୃଷ୍ଟିଆ ଖେଳ ପଦର୍ଶନ କରି ପାରି ନଥିଲେ । କର୍ଣ୍ଣାଟକ ପକ୍ଷରୁ ଟିନୁ କୁଣ୍ଡୁ ସର୍ବାଧିକ 5 ଟି ୱେକେଟ ଅକ୍ତିଆର କରିଥିଲା ବେଳେ ହର୍ଷଲ ପଟେଲ 3 ଟି ୱେକେଟ ନେଇ ଓଡିଶା କୁ ବିପର୍ଯ୍ୟୟ ର ସମୁଖୀନ କରାଇଥିଲେ ।

ତେବେ ଟ୍ରାଏଲ ରନ କୁ ପିଛା କରି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା 5 ୱେକେଟ ହରାଇ 218 ରନ ସଂଗ୍ରହ କରିଛି ଘରୋଇ କର୍ଣ୍ଣାଟକ ଦଳ । ତେବେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶାଠୁ 148 ରନ ଆଗରେ ରହିଛି ଘରୋଇ କର୍ଣ୍ଣାଟକ । ଦଳ ପକ୍ଷରୁ ପ୍ରମୋଦ ଚଣ୍ଡେଲା ଓ ହର୍ଷଲ ପଟେଲ ଯଥାକ୍ରମେ 24 ଓ 25 ରନ କରି ପିଚ ରେ ବ୍ୟାଟିଂ ଜାରି ରଖିଛନ୍ତି ।Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.