ETV Bharat / sports

ରଣଜୀ ଟ୍ରଫି: କ୍ବାର୍ଟରରେ କର୍ଣ୍ଣାଟକ-ବେଙ୍ଗଲ, ରାଜସ୍ଥାନ ଆଉଟ

ଚଳିତ ରଣଜୀ ସିଜିନର କ୍ବାର୍ଟର ଫାଇନାଲ ଟିମ ସ୍ପଷ୍ଟ ହେବାରେ ଲାଗିଛି । ଯଥାକ୍ରମେ ବେଙ୍ଗଲ ଓ କର୍ଣ୍ଣାଟକକୁ ହରାଇ କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Feb 15, 2020, 11:01 AM IST

Ranji Trophy
ରଣଜୀ ଟ୍ରଫି

ନୂଆଦିଲ୍ଲୀ: ସ୍ପଷ୍ଟ ହେବାରେ ଲାଗିଛି ଚଳିତ ରଣଜୀ ସିଜିନର କ୍ବାର୍ଟର ଫାଇନାଲ ଟିମ । ବେଙ୍ଗଲ ଓ କର୍ଣ୍ଣାଟକ ଶ୍ରେଷ୍ଠ 8ଷ୍ଟେଜକୁ ଉନ୍ନିତ ହେବାସହ କ୍ବାର୍ଟରj ଟିକେଟ ହାତେଇଛନ୍ତି । ଶୁକ୍ରବାର ପଞ୍ଜାବକୁ ହରାଇଥିଲା ବେଙ୍ଗଲ ଓ ବରୋଦାକୁ କର୍ଣ୍ଣାଟକ ପରାସ୍ତ କରିଥିଲା ।

ଅନ୍ୟପଟେ କ୍ବାର୍ଟରଫାଇନାଲ ରେସରୁ ବାଦ ପଡିସାରିଛନ୍ତି ଦିଲ୍ଲୀ ଓ ରାଜସ୍ଥାନ । ଗ୍ରୁପ ଓ ଏ ଗ୍ରୁପ ବିରେ ସମସ୍ତ 5 କ୍ବାର୍ଟର ଫାଇନାଲ ସ୍ଥାନ ପୂରଣ ହୋଇସାରିଛି । ତେବେ ଶନିବାର ଏନେଇ ଚୂଡାନ୍ତ ଚିତ୍ର ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.