ETV Bharat / sports

ଏନ୍‌ସିଏର ଅଧ୍ୟକ୍ଷ ହେଲେ ଦ୍ରାବିଡ - ଜାତୀୟ କ୍ରିକେଟ ଏକାଡେମୀ

ରାହୁଲ ଦ୍ରାବିଡ ଏବେ ଇଣ୍ଡିଆ-ଏ ଟିମ୍ ଓ ଅଣ୍ଡର-19 ଟିମ୍‌କୁ  ଆଉ କୋଚିଂ ଦେବେ ନାହିଁ । କାରଣ ସେ ଜାତୀୟ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 29, 2019, 1:24 PM IST

ହାଇଦ୍ରାବାଦ: ଭାରତୀୟ ପୂର୍ବତନ କ୍ରିକେଟର ତଥା ଅଧିନାୟକ ରାହୁଲ ଦ୍ରାବିଡ ଏବେ ଇଣ୍ଡିଆ-ଏ ଟିମ୍ ଓ ଅଣ୍ଡର-19 ଟିମ୍‌କୁ ଆଉ ଦେବେ ନାହିଁ କୋଚିଂ । ବଦଳିଯାଇଛି ତାଙ୍କର ପଦବୀ । ବର୍ତ୍ତମାନ ସେ ଜାତୀୟ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

2015ରେ ଦ୍ରାବିଡ ଇଣ୍ଡିଆ-ଏ ଟିମ୍ ଓ ଅଣ୍ଡର-19 ଟିମ୍‌ର ମୁଖ୍ୟକୋଚ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଆଇସିସି ରିପୋର୍ଟ ଅନୁସାରେ, ସିତାଂଶୁ କୋଟକ ଇଣ୍ଡିଆ-ଏ ଓ ମହାମ୍ବ୍ରାଙ୍କୁ ଅଣ୍ଡର-19ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି । ତେବେ ସେମାନେ କିଛି ଦିନ ପାଇଁ ଏହି ଗୁରୁଦାୟିତ୍ବ ତୁଲାଇବେ ।

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.