ETV Bharat / sports

'ଉମେଶ ଯାଦବ ପଞ୍ଜାବ କିଙ୍ଗ୍ସ ପାଇଁ ଭଲ ବିକଳ୍ପ ହୋଇପାରିବେ'

author img

By

Published : Feb 18, 2021, 2:02 PM IST

ଉମେଶ ଯାଦବଙ୍କୁ ପଞ୍ଜାବ କିଣିଲେ ଦଳକୁ ଲାଭ ମିଳିବ । ଏହି ଖେଳାଳି ଯଦି ଟିମରେ ସାମିଲ ହୁଅନ୍ତି ତେବେ କେଏଲ ରାହୁଲଙ୍କ ପାଖରେ ଫାଷ୍ଟ ବୋଲରଙ୍କ ବିକଳ୍ପ ରହିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

'ଉମେଶ ଯାଦବ  ପଞ୍ଜାବ କିଙ୍ଗ୍ସ ପାଇଁ  ଭଲ ବିକଳ୍ପ ହୋଇପାରିବେ'
'ଉମେଶ ଯାଦବ ପଞ୍ଜାବ କିଙ୍ଗ୍ସ ପାଇଁ ଭଲ ବିକଳ୍ପ ହୋଇପାରିବେ'

ହାଇଦ୍ରାବାଦ: ଆଇପିଏଲ-14ତମ ସଂସ୍କରଣ ପାଇଁ ବିସିସିଆଇ 18 ଫେବୃଆରୀରେ ଖେଳାଲିଙ୍କ ନିଲାମ କରିବ । ତେବେ ଏହି ସମୟରେ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପଞ୍ଜାବ କିଙ୍ଗ୍ସ ପାଇଁ ନିଜର ଏକ ମତ ରଖିଛନ୍ତି ।

ପଞ୍ଜାବ ଦଳରେ ପେସ୍‌ ଆଟାକ୍‌ ପାଇଁ ମହମ୍ମଦ ସାମିଙ୍କୁ ଛାଡିଦେଲେ ଅନ୍ୟ ଖେଳାଳି ନାହାଁନ୍ତି । ଏନେଇ ଗମ୍ଭୀର ନିଜର ମତ ଦେଇଛନ୍ତି । ଭାରତର ଉମେଶ ଯାଦବଙ୍କୁ ପଞ୍ଜାବ କିଣିଲେ ଦଳକୁ ଲାଭ ମିଳିବ । ଆରିସିବି ଉମେଶଙ୍କୁ ରିଲିଜ କରିଛି । ଏହି ଖେଳାଳି ଯଦି ଟିମରେ ସାମିଲ ହୁଅନ୍ତି ତେବେ କେଏଲ ରାହୁଲଙ୍କ ପାଖରେ ଫାଷ୍ଟ ବୋଲରଙ୍କ ବିକଳ୍ପ ରହିବ ।

ଗମ୍ଭୀକ କହିଛନ୍ତି ଯେ, ପଞ୍ଜାବ କିଙ୍ଗ୍ସ ନିଜର ଭାରତୀୟ ପେସ୍‌ ଆଟାକ୍‌ ମଜବୁତ କରିବାକୁ ଚାହିଁବ । ମହମ୍ମଦ ସାମିଙ୍କ ବ୍ୟତୀତ ତାଙ୍କ ପାଖରେ ଆଉ ଫାଷ୍ଟ ବୋଲର ନାହାଁନ୍ତି । ଉମେଶ ଯାଦବ ତାଙ୍କ ପାଇଁ ଭଲ ବିକଳ୍ପ ହୋଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.