ETV Bharat / sports

କୋରୋନା ଭାଇରସ: ଅଭ୍ୟାସକୁ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟର - Smith on resume training

ଅଭ୍ୟାସକୁ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟର । କୋରୋନା ଭାଇରସର ପ୍ରଭାବ କମ ହୋଇନଥିଲେ ମଧ୍ୟ ସିଡନି ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ଅଧିକ ପଢନ୍ତୁ...

Probably The fittest i' ve been in years, claims Smith as Australian cricketers resume training
କୋରୋନା ଭାଇରସ: ଅଭ୍ୟାସକୁ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟର
author img

By

Published : Jun 1, 2020, 5:31 PM IST

ସିଡନି: ଅଭ୍ୟାସକୁ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟର । କୋରୋନା ଭାଇରସର ପ୍ରଭାବ କମ ହୋଇନଥିଲେ ମଧ୍ୟ ସିଡନି ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ।

ଷ୍ଟିଭ ସ୍ମିଥଙ୍କ ସମେତ ଡେଭିଡ ୱାର୍ଣ୍ଣର ଓ ମିଚେଲ ଷ୍ଟାର୍କ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି । ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦେଉଥିବା କହିଛନ୍ତି, ଭେଟେରାନ ଷ୍ଟିଭ ସ୍ମିଥ । ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଅଷ୍ଟ୍ରେଲିଆର ଘରୋଇ ସିଜିନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଗତ ସପ୍ତାହରେ ଅଗଷ୍ଟ 9ରୁ ଅନ୍ତର୍ଜାତୀୟ ସିଜିନ ଆରମ୍ଭ ନେଇ ଘୋଷଣା କରିଛି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣର କମ ପ୍ରଭାବିତ ହୋଇଥିବା ଦେଶ ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ରହିଛି । ଏଯାବତ ଅଷ୍ଟ୍ରେଲିଆରେ ମାତ୍ର 7000 ପଜିଟିଭ କେସ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.