ETV Bharat / sports

ପୂର୍ବ ମ୍ୟାଚର ଯୋଜନା ଅନୁସାରେ କାଲିର ମ୍ୟାଚ ଖେଳାଯିବ: ଆୟର

ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କାଲିର ମ୍ୟାଚ ପାଇଁ କଣ ରହିବ ଟିମ ଇଣ୍ଡିଆ ଷ୍ଟ୍ରାଜେଜି ସେ ବିଷୟରେ ଜଣାଇଛନ୍ତି ଦଳର ଯୁବ ଖେଳାଳି ଶ୍ରେୟାସ ଆୟର।

press-meet-of-team-india-at-barabati
ପୂର୍ବ ମ୍ୟାଚର ଯୋଜନା ଅନୁସାରେ କାଲିର ମ୍ୟାଚ ଖେଳାଯିବ: ଆୟର
author img

By

Published : Dec 21, 2019, 4:34 PM IST

କଟକ: ଆସନ୍ତାକାଲି ଇଣ୍ଡିଆ-ଇଣ୍ଡିଜ ଶେଷ ଦିନିକିଆ। ଆରମ୍ଭ ହୋଇଛି କାଉଣ୍ଟଡାଉନ। ଶନିବାର ବାରବାଟୀରେ ଅଭ୍ୟାସ କରୁଛି ଟିମ ଇଣ୍ଡିଆ। ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଲନୀରେ ଯୋଗ ଦେଇ କାଲିର ମ୍ୟାଚ ପାଇଁ କଣ ରହିବ ଟିମ ଇଣ୍ଡିଆ ଷ୍ଟ୍ରାଜେଜି ସେ ବିଷୟରେ ଜଣାଇଛନ୍ତି ଦଳର ଯୁବ ଖେଳାଳି ଶ୍ରେୟାସ ଆୟର।

ସାମ୍ବାଦିକଙ୍କୁ ଉତ୍ତର ଦେଇ ଶ୍ରେୟସ କହିଛନ୍ତି, ‘2ୟ ଦିନିକିଆ ମଧ୍ୟ ଆମ ପାଇଁ କର ବା ମର ମ୍ୟାଚ ଥିଲା । କାରଣ ଯଦି ସେହି ମ୍ୟାଚ ଆମେ ହାରି ଯାଇଥିନ୍ତୁ, ଆମେ ସିରିଜ ବି ହାରି ସାରିଥାନ୍ତୁ। ମାତ୍ର ମ୍ୟାଚ ବିଜୟ ସହ ଶେଷ ମ୍ୟାଚ ଏବେ ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ପୂର୍ବ ମ୍ୟାଚର ଯୋଜନା ସହ ଆସନ୍ତାକାଲି ଆମେ ପଡିଆକୁ ଓହ୍ଲାଇବୁ। ଆମ ଭିତରୁ କେହି ନା କେହି ଜଣେ ବ୍ୟାଟିଂରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।’

ପୂର୍ବ ମ୍ୟାଚର ଯୋଜନା ଅନୁସାରେ କାଲିର ମ୍ୟାଚ ଖେଳାଯିବ: ଆୟର

ସେହିପରି ଦଳରେ ନିଜ ବ୍ୟାଟିଂ ସ୍ଥାନ ନେଇ ଆୟର କହିଛନ୍ତି, ‘ବର୍ତ୍ତମାନ 5 ନମ୍ବର ସ୍ଥାନରେ ବ୍ୟାଟିଂ କରୁଛି । ମୁଁ ଜାଣିଛି ମୋର ପ୍ରଦର୍ଶନ ଏବେ ଭଲ ରହିଛି । ମୋତେ ଯେଉଁ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଦିଆଯିବ, ମୁଁ ପ୍ରସ୍ତୁତ ଅଛି।’

ଅନ୍ୟପଟେ ବାରବାଟୀ ଓ କଟକରେ ବିଷୟରେ କହିଛନ୍ତି, ‘ମୁଁ ଏଠାକୁ ପ୍ରଥମ ଥର ପାଇଁ ଆସିଛି। ଆଜି ଅଭ୍ୟାସ ସମୟରେ ବହୁତ ଖୁସି ଲାଗିଲା। କାଲିର ମ୍ୟାଚରେ ଲୋକ ଗହଳି ହେବା ନେଇ ଆମେ ଆଶା କରୁଛୁ।’

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:no need

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.