ETV Bharat / sports

ଇଡେନ ଗାର୍ଡେନରେ ଟେଷ୍ଟ ମ୍ୟାଚ ଦେଖିବେ ମୋଦି-ହସିନା - ଇଡେନଗାର୍ଡେନରେ ଭାରତ-ବାଂଲାଦେଶ ଟେଷ୍ଟ

ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ନଭେମ୍ବର 22ରୁ ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ । ବେଙ୍ଗଲ କ୍ରିକେଟ ଆସୋସିଏସନ (ସିଏବି) ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରାଯାଇଛି ।

ଫାଇଲ ଫଟୋ
author img

By

Published : Oct 18, 2019, 1:16 AM IST

ନୂଆଦିଲ୍ଲୀ: ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ ଖେଳାଯିବ । ଆସନ୍ତା ମାସରେ ବାଂଲାଦେଶ କ୍ରିକେଟ ଟିମ ଭାରତ ଗସ୍ତରେ ଆସିବ । ନଭେମ୍ବର 22ରୁ ଉଭୟ ଦେଶ ମଧ୍ୟରେ ଆଇସିସି ଟେଷ୍ଟ ଚମ୍ପିଆନସିପ ଅନ୍ତର୍ଗତ ଟେଷ୍ଟ ସିରିଜ ଖେଳାଯିବ ।

ତେବେ ବେଙ୍ଗଲ କ୍ରିକେଟ ଆସୋସିଏସନ (ସିଏବି) ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ ଟିମ ଇଡେନ ଗାର୍ଡେନ କୋଲକାତାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ ।

ବେଙ୍ଗଲ କ୍ରିକେଟ ଆସୋସିଏସନ କ୍ରିକେଟର ସ୍ତରକୁ ଉଚ୍ଚକୁ ନେବାରେ ପୂର୍ବରୁ ଅନେକ ଦୃଷ୍ଟାନ୍ତ ରହିଛି । 2016 ଟି-20 ବିଶ୍ବକପ ଭାରତ-ପାକିସ୍ତାନ ମ୍ୟାଚରେ ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏବଂ ମ୍ୟାଚ ଆରମ୍ଭ ପୂର୍ବରୁ ବିଗବି ଭାରତର ରାଷ୍ଟ୍ରଗାନ କରିଥିଲେ । ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଅତିଥି ଭାବେ ଏହି ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.