ETV Bharat / sports

ଆଇପିଏଲ ଫାଇନାଲ: ଗୋଟିଏ ନଜର ହାଇଦ୍ରାବାଦ ଷ୍ଟାଡିୟମ ଉପରେ - ipl

ମ୍ୟାଚର ପୂର୍ବ ଦିନରେ ଷ୍ଟାଡିୟମର ପ୍ରସ୍ତୁତି ଜୋରଦାର ଚାଲିଛି । ପିଚରେ ଅଧିକରୁ ଅଧିକ ପାଣି ଦିଆଯାଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 12, 2019, 11:07 AM IST

ହାଇଦ୍ରାବାଦ: ଅନ୍ତିମ ଭାଗରେ ଆଇପିଏଲ ସିଜିନ-12 । ଆଜି(ରବିବାର) ଖେଳାଯିବା ଫାଇନାଲ ଲଢେଇ । ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ହେବ ଟାଇଟଲ୍ ପାଇଁ ମୁକାବିଲା । ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ।

ତେବେ ଆସନ୍ତୁ ଗୋଟିଏ ନଜର ପକାଇବା ଷ୍ଟାଡିୟମ ଉପରେ । ଆମ "ଇଟିଭି ଭାରତ"ର ପ୍ରତିନିଧି ମ୍ୟାଚ ପୂର୍ବରୁ ଷ୍ଟାଡିୟମ ଓ ପିଚ୍‌ର ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିଥିଲେ ।

ଭିଡିଓ ସୌଜନ୍ୟ- ସ୍ପୋର୍ଟ ଡେକ୍ସ, ଇଟିଭି ଭାରତ

ଦେଖନ୍ତୁ ଭିଡିଓ-

ମ୍ୟାଚର ପୂର୍ବ ଦିନରେ ଷ୍ଟାଡିୟମର ପ୍ରସ୍ତୁତି ଜୋରଦାର ଚାଲିଛି । ପିଚରେ ଅଧିକରୁ ଅଧିକ ପାଣି ଦିଆଯାଉଥିବା ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଭୀଷଣ ଗରମ ପାଇଁ ଏପରି କରାଯାଉଥିବାର ଅନୁମାନ କରାଯାଇଛି । ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା ପିଚ୍‌କୁ କୌଣସି ପରିସ୍ଥିତିରେ ମଧ୍ୟ ଶୁଖିଲା ରହିବାକୁ ଦିଆଯିବ ନାହିଁ । ପିଚ୍‌କୁ ନରମ ରହିବା ଫଳରେ ରନ ଅଧିକରୁ ଅଧିକ ବନିବା ସହଜ ହେବ ।

Intro:Body:

PRABIR

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.