ETV Bharat / sports

ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଫେରାଇବାକୁ ପିସିବିର କସରତ

ପାକିସ୍ତାନରେ ଆଇସିସି ଇଭେଣ୍ଟ ଆୟୋଜନ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ କସରତ । 2023ରୁ 2031 ମଧ୍ୟରେ ଏକାଧିକ ଆଇସିସି ଇଭେଣ୍ଟ ଆୟୋଡଜଡଜନ ପାଇଁ ଲକ୍ଷ୍ୟ ରଖିଛି ପିସିବି । ସେଥିପାଇଁ ଏମିରେଟସ କ୍ରିକେଟ ବୋର୍ଡ ସହ ବୋର୍ଡ ସହଭାଗିତା କରିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ...

PCB to partner Emirates Cricket Board in bid to host ICC events, says PCB chairman
ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଫେରାଇବାକୁ ପିସିବିର କସରତ
author img

By

Published : Apr 16, 2020, 12:08 PM IST

ଲାହୋର: ପାକିସ୍ତାନରେ ଆଇସିସି ଇଭେଣ୍ଟ ଆୟୋଜନ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ କସରତ । 2023ରୁ 2031 ମଧ୍ୟରେ ଏକାଧିକ ଆଇସିସି ଇଭେଣ୍ଟ ଆୟୋଡଜଡଜନ ପାଇଁ ଲକ୍ଷ୍ୟ ରଖିଛି ପିସିବି । ସେଥିପାଇଁ ଏମିରେଟସ କ୍ରିକେଟ ବୋର୍ଡ ସହ ବୋର୍ଡ ସହଭାଗିତା କରିଥିବା ନେଇ ଜଣାପଡିଛି ।

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଆୟୋଜିୟ ଏକ କାର୍ଯ୍ୟକ୍ରମରେ ଏନେଇନ ସ୍ପଷ୍ଟ କରିଛନ୍ତି ପିସିବି ଚେୟାରମ୍ୟାନ ଏହସାନ ଅଲ୍ଲୀ । ପାକିସ୍ତାନ କ୍ରିକେଟର ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଜରୁରୀ ବୋଲି କହିଛନ୍ତି

ସୁରକ୍ଷା କାରଣରୁ ପୂର୍ବରୁ ଏକାଧିକ ଦେଶ ପାକିସ୍ତାନରେ କ୍ରିକେଟ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଦୀର୍ଘ 10 ବର୍ଷ ପରେ ପାକିସ୍ତାନ ମାଟିରେ ଡିସେମ୍ବର 2019ରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା ।

2008 ଚମ୍ପିଆନ୍ସ ଟ୍ରଫି ଓ 2011 କ୍ରିକେଟ ବିଶ୍ବକପର ଆୟୋଜନ ରହିଥିଲା ପାକିସ୍ତାନ । ମାତ୍ର ଏକାଧିକ କ୍ରିକେଟ ବୋର୍ଡ ପାକିସ୍ତାନରେ ଖେଳିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ଆୟୋଜକ ମାନ୍ୟତା ହରାଇଥିଲା । 2008 ଚମ୍ପିଆନ୍ସ ଟ୍ରଫି ଦକ୍ଷିଣ ଆଫ୍ରିକା ଓ 2011 କ୍ରିକେଟ ବିଶ୍ବକପ ଭାରତକୁ ସ୍ଥାନାନ୍ତରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.