ETV Bharat / sports

ବଲ୍‌ ଟ୍ୟାମ୍ପରିଂ ଫସିଲେ ପାକ୍‌ କ୍ରିକେଟର

author img

By

Published : Nov 1, 2019, 2:02 PM IST

ପାକିସ୍ତାନ କ୍ରିକେଟ ବୋର୍ଡର ସୂଚନା ଅନୁସାରେ ପାକ୍‌ ବ୍ୟାଟ୍ସମ୍ୟାନ ଅହମ୍ମଦ ଶହଜାଦଙ୍କ ଉପରେ ବଲ୍‌ ଟ୍ୟାମ୍ପରିଂ ଆଭିଯୋଗ ଲାଗିଛି। ଯାହାର ଶୁଣାଣି ଶୁକ୍ରବାର ହେବ।

cricket

କରାଚି: ପାକିସ୍ତାନ କ୍ରିକେଟ ଟିମର ଓପନର ଅହମ୍ମଦ ଶହଜାଦ ଏବେ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଫସି ଯାଇଛନ୍ତି। ସେ ପାକ୍‌ ଘରୋଇ ଟୁର୍ଣ୍ଣାମେଣ୍ଟରେ ବଲ୍‌ ଟ୍ୟାମ୍ପରିଂ କରିଥିବା ପିସିବି ପକ୍ଷରୁ କୁହାଯାଇଛି।

କୌଏଦ-ଏ-ଆଜମ ଟ୍ରଫିରେ ମଧ୍ୟ ପଞ୍ଜାବ ଓ ସିନ୍ଧ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଶହଜାଦ ଟ୍ୟାମ୍ପରିଂ କରିଥିବାର ଅଭିଯୋଗ ଆସିଛି।

ପିସିବି ଟ୍ବିଟ କରି କହିଛି ଯେ, ସେଣ୍ଟ୍ରାଲ ପଞ୍ଜାବର ଅଧିନାୟକ ଅହମ୍ମଦ ଶହଜାଦଙ୍କ ମ୍ୟାଚ ସମୟରେ ବଲ୍‌ ଟ୍ୟାମ୍ପରିଂ କରିଥିବାର ଅଭିଯୋଗ ଆସିଛି।

cricket
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheRealPCBMedia

27 ବର୍ଷୀୟ ଅହମ୍ମଦଙ୍କ ଉପରେ 10ଜୁଲାଇ2018ରେ ଡୋପିଂ ନିୟମ ଉଲ୍ଲଘଂନ କରିବା ଆରୋପ ଲାଗିଥିଲା । ଏଥିପାଇଁ ତାଙ୍କ ଉପରେ 4ମାସ ପାଇଁ ବ୍ୟାନ ଜାରି ହୋଇଥିଲା।

Intro:Body:

SANGHAMITRA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.