ETV Bharat / sports

PSLର ବାତିଲ ମ୍ୟାଚ ଟିକେଟ ଅର୍ଥ ଫେରାଇବ ପିସିବି

author img

By

Published : Jul 11, 2020, 6:54 PM IST

ପାକିସ୍ତାନ ସୁପର ଲିଗର ବାତିଲ ହୋଇଥିବା ମ୍ୟାଚ ଟିକେଟ ଅର୍ଥ ଫେରସ୍ତ ପାଇଁ ଘୋଷଣା କରିଛି ପାକିସ୍ତାନ କ୍ରିକେଡ ବୋର୍ଡ ।

Pakistan Cricket Board announces PSL 2020 ticket refund Policy
PSLର ବାତିଲ ମ୍ୟାଚ ଟିକେଟ ଅର୍ଥ ଫେରାଇବ ପିସିବି

ଲାହୋର: ପାକିସ୍ତାନ ସୁପର ଲିଗର ବାତିଲ ହୋଇଥିବା ମ୍ୟାଚ ଟିକେଟ ଅର୍ଥ ଫେରସ୍ତ ପାଇଁ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ମହାମାରୀ କୋରୋନା ଭାଇରସ ଯୋଗୁଁ, ବିନା ଦର୍ଶକରେ 5ଟି ଗ୍ରୁପ ପର୍ଯ୍ୟାୟ ଖେଳାଯାଇଥିଲା । ଏଥିସହିତ ଫେବୃଆରୀ 29ରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

Pakistan Cricket Board announces PSL 2020 ticket refund Policy
ପାକିସ୍ତାନ କ୍ରିକେଡ ବୋର୍ଡ

ତେବେ ଜୁଲାଇ 13ରୁ ଦୁଇଟି ପର୍ଯ୍ୟାୟରେ ଟିକେଟ ଅର୍ଥ ଫେରସ୍ତ ନେଇ ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ 13ରୁ ଅଗଷ୍ଟ 5ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଅଗଷ୍ଟ 6ରୁ ଅଗଷ୍ଟ 29 ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଟିକେଟ ଅର୍ଥ ଫେରସ୍ତ ହେବ । ପାକିସ୍ତାନ ସୁପର ଲିଗର 2020 ସଂସ୍କରଣ ସେମିଫାଇନାଲ ଓ ଫାଇନାଲ ମ୍ୟାଚ କୋରୋନା ଭାଇରସ ପାଇଁ ଖେଳାଯିବା ସମ୍ଭବ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.