ETV Bharat / sports

ଘରୋଇ ଗ୍ରାଉଣ୍ଡରେ ଟି-20 ସିରିଜ ଜିତିଲା ପାକିସ୍ତାନ

author img

By

Published : Feb 15, 2021, 8:51 AM IST

ଟି-20 ସିରିଜର 3ୟ ମ୍ୟାଚରେ ଦ.ଆଫ୍ରିକାକୁ 4 ଓ୍ବିକେଟରେ ହରାଇଛି ପାକିସ୍ତାନ । ଏହି ବିଜୟ ସହ ଘରୋଇ ପାକିସ୍ତାନ 2-1ରେ ଟି-20 ସିରିଜ ନିଜ ନାଁରେ କରିଛି । ପ୍ଲେୟାର ଅଫ୍‌ ଦି ମ୍ୟାଚ ମହମ୍ମଦ ନଓ୍ବାଜ୍‌ ହୋଇଛନ୍ତି । ଅଧିକ ପଢନ୍ତୁ...

ଘରୋଇ ଗ୍ରାଉଣ୍ଡରେ  ଟି-20 ସିରିଜ ଜିତିଲା ପାକିସ୍ତାନ
ଘରୋଇ ଗ୍ରାଉଣ୍ଡରେ ଟି-20 ସିରିଜ ଜିତିଲା ପାକିସ୍ତାନ

ଲାହୋର: ଗତକାଲି(ରବିବାର) ଟି-20 ସିରିଜର 3ୟ ମ୍ୟାଚରେ ଦ.ଆଫ୍ରିକାକୁ 4 ଓ୍ବିକେଟରେ ହରାଇଛି ପାକିସ୍ତାନ । ଏହି ବିଜୟ ସହ ଘରୋଇ ପାକିସ୍ତାନ 2-1ରେ ଟି-20 ସିରିଜ ନିଜ ନାଁରେ କରିଛି ।

ଗତକାଲି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଦ.ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 8 ଓ୍ବିକେଟ ହରାଇ 164ରନ୍‌ କରିଥିଲା । ମିଲର ସର୍ବାଧିକ 85* କରିଥିଲେ।

ସେହିପରି ପିଟ୍‌ ଭାନ୍‌ 16, ମାଲାନ୍‌ 27 କରିଥିଲେ ।

ପାକିସ୍ତାନ ପକ୍ଷରୁ ସର୍ବାଧିକ 3ଟି ଓ୍ବିକେଟ ନେଇଥିବାବେଳେ ହସନ ଅଲ୍ଲି ,ମହମ୍ମଦ ନବାଜ 2ଟି ଓ୍ବିକେଟ ଓ ଉସମାନ ଗୋଟିଏ ଓ୍ବିକେଟ ହାତେଇଥିଲେ ।

ଏହାପରେ 165 ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ପାକିସ୍ତାନ । ରିଜଓ୍ବାନଙ୍କ 42ରନ୍‌ ଓ ବାବର ଆଜମଙ୍କ 44ରନ୍‌ ଇଂନିସ ବଳରେ 18.4 ଓଭରରେ 6ଓ୍ବିକେଟ ହରାଇ 169 ହାସଲ କରିଥିଲା ଦଳ ।

ତେବେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଟିମ ଅତିଥିଦଳକୁ ମାତ୍‌ ଦେଇଥିଲା । 2ୟ ମ୍ୟାଚରେ ଦ.ଆଫ୍ରିକା ବିଜୟୀ ହୋଇଥିଲା ।

ପ୍ଲେୟାର ଅଫ୍‌ ଦି ସିରାଜ ମହମ୍ମଦ ରିଜଓ୍ବାନ୍‌ ଓ ପ୍ଲେୟାର ଅଫ୍‌ ଦି ମ୍ୟାଚ ମହମ୍ମଦ ନଓ୍ବାଜ୍‌ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.