ETV Bharat / sports

ସ୍ମରଣୀୟ ବିଜୟ: ଆଜି ଦିନରେ ପ୍ରଥମ ଆଇସିସି ଟ୍ରଫି ଜିତିଥିଲା ଇଂଲଣ୍ଡ - ଅଷ୍ଟ୍ରେଲିଆ -ଇଂଲଣ୍ଡ ଟି-20 ବିଶ୍ବକପ ଫାଇନାଲ

ଆାଜି ଦିନରେ ପ୍ରଥମ ଆଇସିସି ଟ୍ରଫି ବିଜୟୀ ହୋଇଥିଲା ଇଂଲଣ୍ଡ । 2010 ଟି-20 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଚମ୍ପିଆନ ହୋଇଥିଲା ।

On this day 2010: England won their first ICC title by thrashing Australia T20 WC final
ସ୍ମରଣୀୟ ବିଜୟ: ଆଜି ଦିନରେ ପ୍ରଥମ ଆଇସିସି ଟ୍ରଫି ଜିତିଥିଲା ଇଂଲଣ୍ଡ
author img

By

Published : May 16, 2020, 2:36 PM IST

ହାଇଦ୍ରାବାଦ: ଆାଜି ଦିନରେ ପ୍ରଥମ ଆଇସିସି ଟ୍ରଫି ବିଜୟୀ ହୋଇଥିଲା ଇଂଲଣ୍ଡ । 2010 ଟି-20 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଚମ୍ପିଆନ ହୋଇଥିଲା ।

2010 ସଂସ୍କରଣର ଟି-20 ବିଶ୍ବକପ ୱେଷ୍ଟଇଣ୍ଡିଜରେ ଏପ୍ରିଲ 30ରୁ ମେ 16 ପର୍ଯ୍ୟନ୍ତ ଖେଳାଯାଇଥିଲା । ପଲ କଲିଂଉଡଙ୍କ ନେତୃତ୍ବରେ ଫଟାଫଟ କ୍ରିକେଟର ବିଶ୍ବବିଜେତା ବନିଥିଲା ଇଂଲଣ୍ଡ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଧାରିତା 20 ଓଭରରେ 6 ୱିକେଟ ହରାଇ 147 ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ହସି 59 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । କ୍ୟାମରନ ହ୍ବାଇଟ 30 ରନ୍ ର ଇଂନିସ ଖେଳିଥିଲେ ।

ତେବେ 148 ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର 17 ଓଭରରେ ହାସଲ କରିନେଇଥିଲା କଲିଂଉଡଙ୍କ ଇଂଲଣ୍ଡ ଟିମ । ପ୍ରଥମ ୱିକେଟ ଯୋଡିରେ କେଭିନ ପିଟରସନ ଓ କ୍ରେଗ କିୱେଷ୍ଟରଙ୍କ ମଧ୍ୟରେ ରେକର୍ଡ 111 ରନର ପାର୍ଟନରସିପ ହୋଇଥିଲା । ଏହାପରେ କ୍ୟାପଟେନ କଲିଂଉଡ ଓ ଇଆନ ମୋର୍ଗାନ ଯଥାକ୍ରମେ 12 ଓ 15 ରନ ସହ ଦଳକୁ ବିଜୟୀ କରାଇଥିଲେ । ପିଟରସନ 31 ବଲରୁ 47 ଓ କିୱେଷ୍ଟର ଧୁଆଁଧାର 63 ରନର ଇଂନିସ ଖେଳିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.