ETV Bharat / sports

ଅକ୍ଟୋବରରେ ଜିମ୍ବାୱେର ପାକିସ୍ତାନ ଗସ୍ତ, ଖୁବଶୀଘ୍ର ଔପଚାରିକ ଘୋଷଣା - Pakistan tour soon

ଖୁବଶୀଘ୍ର ପାକିସ୍ତାନ ଗସ୍ତ କରିବ ଜିମ୍ବାୱେ କ୍ରିକେଟ ଟିମ । କେବଳ ଔପଚାରିକ ଅନୁମତିକୁ ଅପେକ୍ଷା ଥିବା କହିଛନ୍ତି ଜିମ୍ବାୱେ କ୍ରିକେଟ ଚେୟାରମ୍ୟାନ ମୁକୁହଲାନି ।

Official confirmation of Pakistan tour soon: Zimbabwe cricket chairman Mukuhlani
ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିପାରେ ଜିମ୍ବାୱେ କ୍ରିକେଟ ଟିମ
author img

By

Published : Sep 15, 2020, 10:49 PM IST

ଲଣ୍ଡନ: ଖୁବଶୀଘ୍ର ପାକିସ୍ତାନ ଗସ୍ତ କରିବ ଜିମ୍ବାୱେ କ୍ରିକେଟ ଟିମ । କେବଳ ଔପଚାରିକ ଅନୁମତିକୁ ଅପେକ୍ଷା ଥିବା କହିଛନ୍ତି ଜିମ୍ବାୱେ କ୍ରିକେଟ ଚେୟାରମ୍ୟାନ ମୁକୁହଲାନି ।

ଉଭୟ ଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ସମାନ ସଂଖ୍ୟକ ଟି-20 ମ୍ୟାଚ ଖେଳାଯିବ । ଏହି ଦ୍ବିପାକ୍ଷିକ ସିରିଜ ଅକ୍ଟୋବରୁ ଆରମ୍ଭ ହେବା ନେଇ ସ୍ଥିର ହୋଇଛି । ଅକ୍ଟୋବର 20ରୁ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.