ETV Bharat / sports

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟି20 ସିରିଜର ଅବଶିଷ୍ଟ ମ୍ୟାଚ - ଗୁଜୁରାଟ କ୍ରିକେଟ ଆସୋସିଏସନ

no spectators allowed in India vs England remaining matches at ahmedabad, says GCA
ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟି20 ସିରିଜର ଅବଶିଷ୍ଟ ମ୍ୟାଚ
author img

By

Published : Mar 15, 2021, 10:28 PM IST

Updated : Mar 15, 2021, 11:03 PM IST

22:21 March 15

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟି20 ସିରିଜର ଅବଶିଷ୍ଟ ମ୍ୟାଚ

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି20 ସିରିଜର ଅବିଶିଷ୍ଟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ବିନା ଦର୍ଶକରେ ଖେଳାଯିବ। କୋରୋନା ସଂକ୍ରମଣ ଯୋଗୁଁ ଗୁଜୁରାଟ କ୍ରିକେଟ ଆସୋସିଏସନର ବଡ ନିଷ୍ପତ୍ତି । 5 ମ୍ୟାଚ ବିଶିଷ୍ଟ ଟି20 ସିରିଜର ମାତ୍ର ଦୁଇଟି ମ୍ୟାଚ ଖେଳାଯାଇଛି । ଅବଶିଷ୍ଟ 3ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବା ନେଇ ସୂଚନା ରହିଛି ।

ବଢୁଥିବା କୋରୋନା ଭାଇରାସ ସଂକ୍ରମଣ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯଆଇତିବା କୁହାଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 25, 320 ନୂଆ କୋରୋନ ପଜିଟିଭ କେସ ରିପୋର୍ଟ ହୋଇଥିବାବେଳେ, 16, 637 ଜଣ ସୁସ୍ଥ ହୋଇଛନ୍ତି ।  

ପ୍ରଥମ ଟି20ରେ  ମୋଟ 67,532 ଜଣ ଦର୍ଶକ ଓ ଦ୍ବିତୀୟ ଟି20ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ 66,000 ଦର୍ଶକ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2021, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.