ETV Bharat / sports

ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ନ୍ୟୁଜିଲାଣ୍ଡ କ୍ରିକେଟର - ଅଭ୍ୟାସ ଆରମ୍ଭ କରିବ ନ୍ୟୁଜିଲାଣ୍ଡ

ଅଭ୍ୟାସକୁ ଫେରିବେ ନ୍ୟୁଜିଲାଣ୍ଡ କ୍ରିକେଟର । ଚଳିତ ସପ୍ତାହରେ ଦେଶର ଲିନକୋଲନ ସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ଅଭ୍ୟାସ ଆରମ୍ଭ କରିବ ନ୍ୟୁଜିଲାଣ୍ଡ ।

New Zealand cricketers to start squad training this week: NZC
ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ନ୍ୟୁଜିଲାଣ୍ଡ କ୍ରିକେଟର
author img

By

Published : Jul 13, 2020, 6:22 PM IST

ଅକଲାଣ୍ଡ: ଅଭ୍ୟାସକୁ ଫେରିବେ ନ୍ୟୁଜିଲାଣ୍ଡ କ୍ରିକେଟର । ଚଳିତ ସପ୍ତାହରେ ଦେଶର ଲିନକୋଲନ ସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ଅଭ୍ୟାସ ଆରମ୍ଭ କରିବ ନ୍ୟୁଜିଲାଣ୍ଡ । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଆଜି(ସୋମବାର) ଘୋଷଣା କରିଛି । ଆଗାମୀ କିଛି ମାସ ମଧ୍ୟରେ, 6ଟି ପୃଥକ ନ୍ୟାସନାଲ ଟ୍ରେନିଂ କ୍ୟାମ୍ପ ଆୟୋଜିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥିଲେ ଉଭୟ ପୁରୁଷ ଓ ମହିଳା କ୍ରିକେଟର ସାମିଲ ହେବେ ।

New Zealand cricketers to start squad training this week: NZC
ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ନ୍ୟୁଜିଲାଣ୍ଡ କ୍ରିକେଟର

ମହାମାରୀ କୋରୋନା ଭାଇରସରେ ସବୁଠୁ କମ ପ୍ରଭାବିତ ହୋଇଥିବା ଦେଶ ମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ଅନ୍ୟତମ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1500ରୁ ଅଧିକ ରହିଛି । ସେଥିମଧ୍ୟରୁ 1,400 ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା 22 ରହିଛି । ଅନ୍ତର୍ଜାତୀୟ କ୍ରିକେଟ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରୁ ଆରମ୍ଭ ହୋଇସାରିଛି । ଫଳରେ ଅନ୍ୟ କ୍ରିକେଟ ଖେଳୁଥିବା ଦେଶ ଗୁଡିକ ନିଜର ପ୍ରସ୍ତୁତି ଆରମ୍ଭ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.