ETV Bharat / sports

‘ନ୍ୟୁଜିଲାଣ୍ଡ ଶ୍ରେଷ୍ଠ କ୍ରିକେଟ ଖେଳିଲା, ଆମେ ପ୍ରଭାବୀ ପ୍ରଦର୍ଶନ କରିନୁ’ - ଟେଷ୍ଟ ସିରିଜ କ୍ଳିନ ସୁଇପ

2 ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନ୍ୟୁଜିଲାଣ୍ଡ 2-0ରେ ଜିତିନେଇଛି । ଦୀର୍ଘ 8ବର୍ଷ ପରେ ଭାରତୀୟ ଦଳ ବିପକ୍ଷରେ କୌଣସି ଦଳ ଟେଷ୍ଟ ସିରିଜ କ୍ଳିନ ସୁଇପ କରିଛି । ଫଳରେ ପରାଜୟକୁ ସମ୍ମାନର ସହ ସ୍ବୀକାର କରିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ।

Kohli on Kiwis
‘ନ୍ୟୁଜିଲାଣ୍ଡ ଶ୍ରେଷ୍ଠ କ୍ରିକେଟ ଖେଳିଲା, ଆମେ ପ୍ରଭାବୀ ପ୍ରଦର୍ଶନ କରିନୁ’
author img

By

Published : Mar 2, 2020, 6:26 PM IST

ଖ୍ରୀଷ୍ଟଚର୍ଚ୍ଚ: 2ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନ୍ୟୁଜିଲାଣ୍ଡ 2-0ରେ ଜିତିନେଇଛି । ଦୀର୍ଘ 8ବର୍ଷ ପରେ ଭାରତୀୟ ଦଳ ବିପକ୍ଷରେ କୌଣସି ଦଳ ଟେଷ୍ଟ ସିରିଜ କ୍ଳିନ ସୁଇପ କରିଛି । ତେବେ ପରାଜୟକୁ ସମ୍ମାନର ସହ ସ୍ବୀକାର କରିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ।

Kohli on Kiwis
‘ନ୍ୟୁଜିଲାଣ୍ଡ ଶ୍ରେଷ୍ଠ କ୍ରିକେଟ ଖେଳିଲା, ଆମେ ପ୍ରଭାବୀ ପ୍ରଦର୍ଶନ କରିନୁ’

କୋହଲି କହିଛନ୍ତି, ଆମେ ଶ୍ରେଷ୍ଠ କ୍ରିକେଟ ଖେଳିନାହୁଁ । ନ୍ୟୁଜିଲାଣ୍ଡ ଏହି ସିରିଜ ବିଜୟର ହକଦାର ଥିଲା । 2ଟି ଯାକ ଟେଷ୍ଟରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଛି । ତେବେ 2ୟ ଟେଷ୍ଟରେ ଭାରତୀୟ ବୋଲର ଜବରଦସ୍ତ ବୋଲିଂ କରିଥିଲେ । ମାତ୍ର ବ୍ୟାଟିଂରେ ବିଫଳତା ସିରିଜ ପରାଜୟର ମୁଖ୍ୟ କାରଣ ସାଜିଲା ।

ନ୍ୟୁଜିଲାଣ୍ତ ଗସ୍ତର ଅଧାରେ ଅର୍ଥାତ ଟି-20 ସିରିଜ 5-0ରେ ଜିତିବା ପରେ ଏପରି ପରାଜୟ କେହି ଚିନ୍ତା କରିନଥିଲେ । ତେବେ ପରାଜୟକୁ ସ୍ବୀକାର କରିବାକୁ ହେବ । ନିଜର ତ୍ରୁଟି ସୁଧାରିବା ସହ ଆଗକୁ ବଢିବାକୁ ହେବ ବୋଲି କହିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.