ETV Bharat / sports

ପିସିବି କ୍ରିକେଟ କମିଟି ମୁଖ୍ୟ ପଦ ଛାଡିଲେ ମୋହସିନ୍‌ - mohsin khan

ଆଇସିସି ବିଶ୍ବକପରେ ଭାରତ ଠାରୁ ପାକ୍‌ର ପରାଜୟ ପରେ ମୋହସିନ୍‌ ଖାନ୍‌ ପିସିବି କ୍ରିକେଟ କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 21, 2019, 11:19 AM IST

ଇସଲାମାବାଦ୍‌: ପିସିବି କ୍ରିକେଟ କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର ମୋହସିନ୍‌ ଖାନ୍‌। ଗୁରୁବାର ମୋହସିନ ନିଜ ଇସ୍ତଫା ପତ୍ର ପିସିବିକୁ ଦେଇଛନ୍ତି । ଏଥିସହ କ୍ରିକେଟ କମିଟି ମୁଖ୍ୟ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ ପିସିବିକୁ କୃତଜ୍ଞତା ଜଣାଇଛନ୍ତି ।

ତେବେ ଏନେଇ ପିସିବି ଅଧ୍ୟକ୍ଷ ଏହସାନ ମନି କହିଛନ୍ତି ଯେ, ମୋହିସେନଙ୍କ ପରି ବ୍ୟକ୍ତି କମିଟି ଛାଡିବା ଦ୍ବାରା ସମସ୍ୟା ଦେଖାଯାଇଥାଏ । କିନ୍ତୁ ତାଙ୍କର ନିଷ୍ପତ୍ତିକୁ ସମ୍ନାନ ଦେଉଛୁ । ମୁଁ ତାଙ୍କର ଯୋଗଦାନ ପାଇଁ କୃତଜ୍ଞତା ଜ୍ଞାପନ କରୁଛି ଓ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.