ETV Bharat / sports

ଟି-20 ବିଶ୍ବକପ ପରେ କ୍ରିକେଟରୁ ସନ୍ୟାସ ନେବେ ହାଫିଜ୍‌

ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ ଟି-20 ବିଶ୍ବକପ୍‌ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି।

mohammad hafeez
mohammad hafeez
author img

By

Published : Jan 18, 2020, 4:06 PM IST

ଲାହୋର: ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ଙ୍କ ବଡ ଘୋଷଣା। ସେ ଆଗାମୀ ଟି-20 ବିଶ୍ବକପ୍‌ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବେ ବୋଲି କହିଛନ୍ତି।

ଏନେଇ ସେ କହିଛନ୍ତି ଯେ, ଏହା ମୋ ପାଇଁ ସମ୍ମାନର କଥା। ମୁଁ ଟି-20 ବିଶ୍ବକପ ଖେଳିବା ପାଇଁ ଚାହୁଁଛି। ତା’ପରେ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରେଇଯିବି।

ସେ 2003ରେ ପାକିସ୍ତାନ ପାଇଁ ଖେଳିବା ଆରମ୍ଭ କରିଥିଲେ। ନିଜ ଦେଶ ପାଇଁ ସେ 55ଟେଷ୍ଟରୁ 3652ରନ୍‌ ହାସଲ କରିଛନ୍ତି ଓ 53ଟି ୱିକେଟ ନେଇଛନ୍ତି। ସେହିପରି 218ଟି ଦିନିକିଆ ମ୍ୟାଚ ଖେଳି 6614ରନ୍‌ ହାସଲ କରିଥିବାବେଳେ 139 ଓ୍ବିକେଟ ଅକ୍ତିଆର କରିଛନ୍ତି। ସେ ପାକିସ୍ତାନ ଟିମର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ।

ହାଫିଜ୍‌ ଆହୁରି ମଧ୍ୟ କହିଛନ୍ତି ଯେ, 17ବର୍ଷ ହେଲା ପାକିସ୍ତାନ ପାଇଁ ଖେଳିଛି ଓ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ଚେଷ୍ଟା ମଧ୍ୟ କରିଛି। ଅନେକଥର ମୋର ବୋଲିଂକୁ ମିସ୍‌ କରିଛି। ହାଫିଜ୍‌ କ୍ରମାଗତ ଭାବେ ବୋଲିଂ ଶୈଳୀକୁ ନେଇ ବିବାଦରେ ପଡିଛନ୍ତି। ଏଥିପାଇଁ ତାଙ୍କର ବୋଲିଂ ଉପରେ ବ୍ୟାନ୍‌ ମଧ୍ୟ ଲାଗିଥିଲା।

Intro:Body:

gege

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.