ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟକୁ ମହମ୍ମଦ ଆମୀରଙ୍କ ଅଲବିଦା

ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମୀର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି । ଅଧିକ ପଢନ୍ତୁ...

Mohammad Amir retires from international cricket, confirms PCB
ଅନ୍ତର୍ଜାତୀୟ କ୍ରିକେଟକୁ ମହମ୍ମଦ ଆମୀରଙ୍କ ଅଲବିଦା
author img

By

Published : Dec 17, 2020, 4:33 PM IST

କରାଚୀ: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମୀର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି । ଅବସର ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ଆମୀର ଜଣାଇଥିବା ବୋର୍ଡ ସ୍ପଷ୍ଟ କରିଛି ।

ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବୋର୍ଡ ପକ୍ଷରୁ ନେଇ ସୂଚନା ମିଳିଛି । ପିସିବି ମୁଖ୍ୟ କାର୍ଯ୍ୟନିବାହୀ ୱାସିମ ଖାନଙ୍କୁ ଆମୀର ଅବସର ନେଇ ଜଣାଇଛନ୍ତି ।

  • JUST IN: PCB have confirmed that Mohammad Amir has stepped down from international cricket.

    🇵🇰 147 internationals
    ☝️ 259 wickets
    🎖️ 2009 @T20WorldCup champion
    🏆 2017 ICC Champions Trophy winner

    What is your favourite moment of the Pakistan pace bowler? pic.twitter.com/ilUAaZxSrM

    — ICC (@ICC) December 17, 2020 " class="align-text-top noRightClick twitterSection" data=" ">

'ଆମୀର ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଓ ଭବିଷ୍ୟତରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।"

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହା ଉଲ୍ଲେଖ ରହିଛି ।

ପାକିସ୍ତାନ ପକ୍ଷରୁ ସେ 147ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି 259 ୱକେଟ ଅକ୍ତିଆର କରିଛନ୍ତି । 2009 ଟି-20 ଚମ୍ପିଆନ ପାକିସ୍ତାନ ଟିମର ସଦସ୍ୟ ଓ 2017 ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ପାକିସ୍ତାନ ଟିମର ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭିି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.