ETV Bharat / sports

ପାକ୍‌ କ୍ରିକେଟରଙ୍କ ଟୁକ୍‌ଟୁକ୍‌ ସମସ୍ୟା, ପ୍ରତିକ୍ରିୟା ରଖିଲେ କୋଚ୍‌ - pakistans tuk tuk problem

ପାକ୍‌ କ୍ରିକେଟରଙ୍କ ଟୁକ୍‌ଟୁକ୍‌ ସମସ୍ୟାର ପ୍ରତିକ୍ରିୟା ରଖିଲେ ପାକିସ୍ତାନର ନବ ନିଯୁକ୍ତ କୋଚ ମିସ୍‌ବା ଉଲ୍‌ ହକ । ତାଙ୍କର ପ୍ରତିକ୍ରିୟା ଶୁଣି ରିପୋର୍ଟର ମାନଙ୍କ ମଧ୍ୟରେ ହସର ସୁଅ ଛୁଟି ଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 27, 2019, 2:16 AM IST

କରାଚି: ପାକିସ୍ତାନର ନବ ନିଯୁକ୍ତ କୋଚ ମିସ୍‌ବା ଉଲ୍‌ ହକଙ୍କ ସମ୍ମାଦିକ ସମ୍ମିଳନୀ ଏବେ ବେଶ୍‌ ଚର୍ଚ୍ଚାରେ । କୋଚଙ୍କୁ ପାକ୍‌ ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରାଇକ ରେଟ୍‌ ସମସ୍ୟା ସମ୍ବନ୍ଧରେ ଯେତେବେଳେ ପଚରାଯାଇଥିଲା, ତାଙ୍କର ଉତ୍ତର ଶୁଣି ରିପୋର୍ଟରମାନେ ନିଜର ହସ ସମ୍ଭାଳି ପାରିନଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@MazherArshad

ମିସ୍‌ବାଙ୍କୁ ରିପୋର୍ଟରମାନେ ପଚାରିଥିଲେ ଯେ, ପାକିସ୍ତାନର ବ୍ୟାଟ୍ସମ୍ୟାନମାନେ ଟୁକ୍‌-ଟୁ୍‌କ୍‌ ବେଶୀ କରିଥାନ୍ତି । କିଏ 235 ବଲ୍‌ରେ ଶତକ ହାସଲ କରିଛି ତ କିଏ ଏହାଠାରୁ ଅଧିକ ବଲ୍‌ରେ ଶତକ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଆପଣ ଯେତେବେଳେ ବ୍ୟାଟିଂ କରୁଥିଲେ ସେତେବେଳେ ଆପଣ ଟୁକ୍‌-ଟୁକ୍‌ ବେଶୀ କରୁଥିଲେ, ହାର୍ଡ ହିଟିଙ୍ଗ କମ୍‌ କରିଥୁଲେ । ଆପଣ ନୂଆ କୋଚ ଭାବେ ଏହି ଟୁକ୍‌-ଟୁକ୍‌ ପ୍ରକ୍ରିୟା ବଦେଇବା ନା ଏହି ଟୁକ୍‌ଟୁକ୍‌ ଜାରି ରହିବ ।

ତେବେ ଏହାର ଉତ୍ତର ଦେଇ ମିସ୍‌ବା କହିଛନ୍ତି ଯେ, ତମର ପ୍ରଶ୍ନରେ ବେଶୀ ଟୁକ୍‌ ଟୁକ୍‌ ଅଛି । ଲାଗୁଛି ଆଜି ତମକୁ ଗଡି ମିଳିନି । ନହେଲେ କିଏ ଶିଖେଇକି ପଠେଇଛି କି କୋଚକୁ ରଗେଇବ ଏପରି ପ୍ରଶ୍ନ କରି । ଏହାପରେ ସେଠାରେ ଉପସ୍ଥିତ ସମସ୍ତ ରିପୋର୍ଟରଙ୍କ ହସ ଆରମ୍ଭ ହୋଇଯାଇଥିଲା ।

ପାକିସ୍ତାନ ଦଳ ଶ୍ରୀଲଙ୍କା ସହ ଆସନ୍ତା ଶୁକ୍ରବାର ଠାରୁ ଦିନିକିଆ ମ୍ୟାଚ ଖେଳିବ । ପାକ୍‌ ଦଳକୁ କୋଚିଂ ଦେଉଛନ୍ତି କୋଚ ମିସ୍‌ବା ଉଲ୍‌ ହକ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.