ETV Bharat / sports

ବିଶ୍ବକପ: ଓଭାଲରେ ଭାରତୀୟ ଫ୍ୟାନ୍ସଙ୍କ ଛାଉଣୀ, 33ଜଣ ଅଷ୍ଟ୍ରେଲିଆନ - austrelia

ଓଭାଲ ଗ୍ରାଉଣ୍ଡ ଷ୍ଟାଡିୟମ ପରିସରରୁ ଏମିତି ଏକ ଚିତ୍ର ଆସିଛି, ଯେଉଁଥିରେ କେବଳ ଭାରତୀୟ ଫ୍ୟାନ୍ସଙ୍କ ଛାଉଣୀ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 9, 2019, 10:30 PM IST

ଲଣ୍ଡନ: ଆଜି ସଣ୍ଡେ ସୁପର ଫାଇଟରେ ମହାଲଢେଇ । ବିଶ୍ବକପର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଆଜି ଖେଳାଯାଉଛି । ଡିଫେଣ୍ଡିଂ ଚାମ୍ପଅନକୁ ଭେଟୁଛି ହଟ୍‌ ଫେଭରେଟ୍‌ ଭାରତ । ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ । ତେବେ ଷ୍ଟାଡିୟମ ପରିସରରୁ ଏମିତି ଏକ ଚିତ୍ର ଆସିଛି, ଯେଉଁଥିରେ କେବଳ ଭାରତୀୟ ଫ୍ୟାନ୍ସଙ୍କ ଛାଉଣୀ ଦେଖିବାକୁ ମିଳିଛି ।

The Oval
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ କ୍ରିକେଟ୍ ଫ୍ୟାନ୍ସ ନୀଳ ରଙ୍ଗର ଜର୍ସି ପିନ୍ଧି ଲଣ୍ଡନର ଓଭାଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ । ତେବେ ଟିଭି କ୍ୟାମେରା ଓଭାଲର ଯେଉଁ ସ୍ଥାନକୁ ନଜର ପକାଇଲା, ଚାରିଆଡେ କେବଳ ନୀଳ ରଙ୍ଗ ଦେଖିବାକୁ ମିଳିଛି । ଏହା ତୁଳନାରେ ଅଷ୍ଟ୍ରେଲିଆର ଫ୍ୟାନ୍ସ ବହୁତ କମ୍ ରହିଛନ୍ତି ।

ତେବେ ସବୁଠାରୁ ମଜାଦାର କଥା ହେଲା, ଟସ୍ ପଡିଲା ପରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ଭନ ଏକ ଟ୍ବିଟ କରିଛନ୍ତି । ଭନ ଲେଖିଛନ୍ତି, ଆଜି ମୋ ନଜରରେ ମାତ୍ର 33ଜଣ ଅଷ୍ଟ୍ରେଲିଆନ ପ୍ରସଂଶକ ନଜର ଆସିଛନ୍ତି । ସେଥି ମଧ୍ୟରେ କିଛି ଗ୍ରାଉଣ୍ଡ ଓ ଟିମ ଷ୍ଟାଫ ରହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.