ETV Bharat / sports

କୁଲଦୀପ ନଖେଳିବା ନିଷ୍ପତ୍ତିରେ ନାଖୁସ ମାଇକେଲ ଭନ୍‌

author img

By

Published : Feb 5, 2021, 10:41 PM IST

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚୂଡାନ୍ତ ଭାରତୀୟ ଏକାଦଶ ନେଇ ନାଖୁସ ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ୍‌ । ଅଧିକ ପଢନ୍ତୁ...

Michael Vaughan says, 'ridiculous decision' to not play Kuldeep Yadav
କୁଲଦୀପ ନଖେଳିବା ନିଷ୍ପତ୍ତିରେ ନାଖୁସ ମାଇକେଲ ଭନ୍‌

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚୁଡାନ୍ତ ଭାରତୀୟ ଏକାଦଶ ନେଇ ନାଖୁସ ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ୍‌ । ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନିଷ୍ପତ୍ତିକୁ 'ହାସ୍ୟାସ୍ପଦ' ବୋଲି କହିଛନ୍ତି ଭନ୍‌ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ଅଲରାଉଣ୍ଡର ଅକ୍ସର ପଟେଲ ବାଦ ପଡିବା ପରେ, ସାହାବାଜ ନଦୀମ ଓ ରାହୁଲ ଚହର ଭାରତୀୟ ସ୍କ୍ବାଡରେ ସାମିଲ ହୋଇଛନ୍ତି । ପ୍ରଥମ ଟେଷ୍ଟରେ ନଦୀମଙ୍କୁ ଚୂଡାନ୍ତ ଏକାଦଳରେ ସ୍ଥାନ ମିଳିବା ପରେ, ଅନେକ କ୍ରିକେଟ ବିଶେଷଜ୍ଞ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

  • Ridiculous decision by #India not to play @imkuldeep18 !!! If he isn’t going to play at home with the injuries they have when is he going to play !!! #INDvENG

    — Michael Vaughan (@MichaelVaughan) February 5, 2021 " class="align-text-top noRightClick twitterSection" data=" ">

ଯଦି କୁଲଦୀପ ଭାରତରେ ନ ଖେଳିବେ ତେବେ, କେଉଁଠାରେ ଖେଳିବେ ବୋଲି ପ୍ରଶ୍ନ କରିଛନ୍ତି ଭନ୍‌ ।

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ କ୍ୟାପଟେନ ଜୋଟ ରୁଟ, ଡମ ସିବଲେଙ୍କ ସହ ମିଶି ତୃତୀୟ ୱିକେଟ ଯୋଡିରେ ଦ୍ବିଶତକୀୟ ଭାଗିଦାରୀ କରିବା ସହ ଇଂଲଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଦ୍ବିତୀୟ ସେସନରେ 73 ରନ ଯୋଡିବା ସହ ଭାରତୀୟ ବୋଲରଙ୍କୁ ୱିକେଟଶୂନ୍ୟ ରଖିଥିଲେ ରୁଟ୍‌ ଓ ସିବଲେ ।

ଇଶାନ୍ତ ଶର୍ମାଙ୍କ ସମେତ ବୁମରା ଓ ନଦୀମ ନିଜର ଲୟ ଫେରିପାଇବାକୁ ଅସମର୍ଥ ହୋଇଥିଲେ । ପ୍ରତ୍ୟେକ 3ଟି ଲେଖାଏଁ ନୋ ବଲ୍‌ ବୋଲିଂ କରିବା ଏହାର ଉଦାହରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.