ETV Bharat / sports

ବ୍ରାଡମ୍ୟାନଙ୍କୁ ପଛରେ ପକାଇଲେ ମୟଙ୍କ - Don Bradman i

ମାତ୍ର 12ଟି ଇନିଂସରେ ଦୁଇଥର ଦ୍ବିଶତକୀୟ ପାଳି ଖେଳିଛନ୍ତି ମୟଙ୍କ । ଯେତେବେଳେ ଦୁଇଟି ଦ୍ବିଶତକ ଲଗାଇବାକୁ ବ୍ରାଡମ୍ୟାନଙ୍କୁ 13 ଇନିଂସ ଲାଗିଥିଲା ।

ମୟଙ୍କ ଅଗ୍ରୱାଲ
author img

By

Published : Nov 15, 2019, 11:55 PM IST

ଇନ୍ଦୋର: ବାଂଲାଦେଶ ବିପକ୍ଷରେ ମୟଙ୍କଙ୍କ ମ୍ୟାଜିକ । 2ୟ ଦିନରେ 28ଟି ଚୌକା ଓ 8ଟି ଛକା ବଳରେ 243ରନର ଦ୍ବିଶତକୀୟ ପାଳି ଖେଳିଛନ୍ତି ମୟଙ୍କ । ତେବେ ଆଜିର ଏହି ସୁପରହିଟ୍‌ ସୋ ସହ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିଛନ୍ତି ମୟଙ୍କ ।

ବ୍ରାଡମ୍ୟାନ
ସାର୍ ଡନ୍ ବ୍ରାଡମ୍ୟାନ

ମାତ୍ର 12ଟି ଇନିଂସରେ ଦୁଇଥର ଦ୍ବିଶତକୀୟ ପାଳି ଖେଳିଛନ୍ତି ମୟଙ୍କ । ଯେତେବେଳେ ଦୁଇଟି ଦ୍ବିଶତକ ଲଗାଇବାକୁ ବ୍ରାଡମ୍ୟାନଙ୍କୁ 13 ଇନିଂସ ଲାଗିଥିଲା । ତେବେ ତାଲିକର ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଭିନୋଦ କମଲି ।

ସେହିପରି ମୟଙ୍କ ଦ୍ବିତୀୟ ଭାରତୀୟ ଓପନର ଭାବେ କମ ସଂଖ୍ୟକ ଇଂନିସରେ ଦଇଟି ଦୁଇ ଶତକ ହାସଲ କରି ପାରିଛନ୍ତି । ତାଙ୍କ ପୂର୍ବରୁ ଏହି ସଫଳତା 1955-65ରେ ଭିନୁ ମଙ୍କଡଙ୍କ ନାମରେ ରହିଛି । ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପଟ୍ଟନମ ଟେଷ୍ଟ ମୟଙ୍କ ନିଜର ପ୍ରଥମ ଦ୍ୱିଶତକ ମାରିଥିଲେ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.