ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା: କ୍ୟାରିଅରର ପ୍ରଥମ ଶତକ ହାସଲ କଲେ ମୟଙ୍କ

ଗତକାଲି ରୋହିତ ଶର୍ମା ଶତକ ଅର୍ଜନ କରିଥିବା ବେଳେ ଆଜି ଦ୍ବିତୀୟ ଦିନରେ ମୟଙ୍କ ଅଗ୍ରୱାଲ ନିଜ କ୍ୟାରିଅରର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି ।

author img

By

Published : Oct 3, 2019, 11:27 AM IST

ଫଟୋ ସୌଜନ୍ୟ: କ୍ରିକବଜ.କମ

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ୱାଇଏସଆର କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ ଓପନରଙ୍କ ସଫଳତା ଜାରି ରହିଛି । ଗତକାଲି ରୋହିତ ଶର୍ମା ଶତକ ଅର୍ଜନ କରିଥିବା ବେଳେ ଆଜି ଦ୍ବିତୀୟ ଦିନରେ ମୟଙ୍କ ଅଗ୍ରୱାଲ ନିଜ କ୍ୟାରିଅରର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି । ଭାରତ ଏହି ମ୍ୟାଚରେ ଗୋଟିଏ ୱିକେଟ ହରାଇ 323 ରନ କରିଛି।

ମୟଙ୍କ 262ଟି ବଲର ସମ୍ମୁଖୀନ ହୋଇ 16ଟି ଚୌକା ଓ 3ଟି ଛକା ସହାୟତାରେ 137 ରନ କରି ବ୍ୟାଟିଂ ଜାରି ରଖିଛନ୍ତି । ସେହିପରି ରୋହିତ ଶର୍ମା 244 ବଲରୁ ସମ୍ମୁଖୀନ ହୋଇ 23 ଚୌକା ଓ 6ଟି ଛକା ସହାୟତାରେ 176 ରନ କରି ଆଉଟ ହୋଇଛନ୍ତି । ବର୍ତ୍ତମାନ ଚେତେଶ୍ବର ପୂଜାରା 12 ବଲରୁ 6 ରନ କରି ଅପରାଜିତ ରହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.