ETV Bharat / sports

ଚଳିତ ଆଇପିଏଲରେ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହେବ: ମୟଙ୍କ ଅଗ୍ରଓ୍ବାଲ - କିଙ୍ଗ୍ସ ଇଲେଭନ ପଞ୍ଜାବ

କିଙ୍ଗ୍ସ ଇଲେଭନ ପଞ୍ଜାବର ଓପନର ମୟଙ୍କ ଅଗ୍ରଓ୍ବାଲ କହିଛନ୍ତି ଯେ, ମହାମାରୀ କାରଣରୁ ବହୁଦିନ ପରେ ଗ୍ରାଉଣ୍ଡକୁ ଫେରିଛୁ । ଆଇପିଏଲ 2020 ଭିନ୍ନ ହେବ । ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । କିନ୍ତୁ ନୂଆ ନିୟମ ସହ ଆମେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରୁଛୁ ।

ଚଳିତ ଆଇପିଏଲରେ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହେବ: ମୟଙ୍କ ଅଗ୍ରଓ୍ବାଲ

author img

By

Published : Aug 31, 2020, 12:38 PM IST

ହାଇଦ୍ରାବାଦ: ଚଳିତବର୍ଷ ଆଇପିଏଲ ପାଇଁ କିଙ୍ଗ୍ସ ଇଲେଭନ ପଞ୍ଜାବ ଟ୍ରେନିଂ ଆରମ୍ଭ କରିଦେଇଛି । କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ବାଲ ବି ଟ୍ରେନିଂ କରୁଥିବାର ନଜର ଆସିଛନ୍ତି । କୋଭିଡ-19 କାରଣରୁ ଆଇପିଏଲ 2020 ୟୁଏଇରେ ଆୟୋଜିତ ହେଉଛି ।

ତେବେ ଏନେଇ କ୍ରିକେଟ ବୋର୍ଡ କିଛି ଗାଇଡଲାଇନ ଜାରି କରିଛନ୍ତି, ଏହାର ପାଳନ ସମସ୍ତ ଖେଳାଳି କରୁଛନ୍ତି । କିଙ୍ଗ୍ସ ଇଲେଭନ ପଞ୍ଜାବର ଓପନର ମୟଙ୍କ ଅଗ୍ରଓ୍ବାଲ କହିଛନ୍ତି ଯେ, ମହାମାରୀ କାରଣରୁ ବହୁଦିନ ପରେ ଗ୍ରାଉଣ୍ଡକୁ ଫେରିଛୁ । ଆଇପିଏଲ2020 ଭିନ୍ନ ହେବ । ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । କିନ୍ତୁ ନୂଆ ନିୟମ ସହ ଆମେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରୁଛୁ ।

ଚଳିତବର୍ଷ ଆଇପିଏଲ ସେପ୍ଟେମ୍ବର19ରେ ଆରମ୍ଭ ହେବ, କିନ୍ତୁ ଏଯାଏଁ ଖେଳସୂଚୀ ଘୋଷଣା ହୋଇ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.