ETV Bharat / sports

ବିଦାୟୀ ଦଶନ୍ଧିର ବିଦାୟୀ କିମ୍ବଦନ୍ତୀ କ୍ରିକେଟର - କ୍ରିକେଟକୁ ଅଲବିଦା କହିଥିବା କ୍ରିକେଟର

ଶେଷ ହେବାକୁ ଯାଉଥିବା ବିଦାୟୀ ଦଶନ୍ଧିରେ ଅନେକ କିମ୍ବଦନ୍ତୀ କ୍ରିକେଟର, ନିଜ କ୍ୟାରିୟର ଶେଷ କରିଛନ୍ତି । ନଜର ପକାନ୍ତୁ ଏହି ଦଶନ୍ଧିରେ କ୍ରିକେଟକୁ ଅଲବିଦା କହିଥିବା କିଛି କ୍ରିକେଟରଙ୍କ ଉପରେ...

Cricketer Retired
ବିଦାୟୀ ଦଶନ୍ଧିର ବିଦାୟୀ କ୍ରିକେଟର
author img

By

Published : Dec 27, 2019, 6:46 AM IST

ହାଇଦ୍ରାବାଦ: ବିଦାୟ ନେବାକୁ ଯାଉଛି 2010-19ର ଏକ ଦଶନ୍ଧିର ସମୟ । ଇଂରାଜୀ କ୍ୟାଲେଣ୍ଡର ବର୍ଷର ଶେଷ ହେବା ସହ ଏକ ଦଶନ୍ଧିର ମଧ୍ୟ ଶେଷ ହେବ । ତେବେ ଅନେକ କ୍ରିକେଟର ଏହି ଦଶନ୍ଧିରେ କ୍ରିକେଟରୁ ଅବସର ନେଇଛନ୍ତି । ସେମାନେ ବିଶ୍ବ କ୍ରିକେଟରେ ଥିଲେ ଜଣେଜଣେ ଶ୍ରେଷ୍ଠ କ୍ରିକେଟର । ନିଜ ସମୟର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଟ୍ସମ୍ୟାନ ଓ ବୋଲର । ନିଜ ଟିମ ପାଇଁ ଥିଲେ ନିଶ୍ଚିନ୍ତ ଓ ଭରଷାଯୋଗ୍ୟ ମ୍ୟାଚ ବିଜେତା ।

ନଜର ପକାନ୍ତୁ ଏହି କ୍ରିକେଟରଙ୍କ ଉପରେ...

ଏବି ଡିଭିଲିୟର୍ସ, ହାସିମ ଆମଲା ହର୍ଷଲ ଗିବ୍ସ, ଗ୍ରେମ ସ୍ମିଥ, ମୋର୍ଣ୍ଣେ ମର୍କେଲ, ଜ୍ୟାକ କାଲିସ, ସୋଏବ ଅଖତର, ୟୁନିସ ଖାନ, ୟୁସୁଫ, ମାଇକେଲ କ୍ଳାର୍କ, ମାଇକ ହସି, ମିଚେଲ ଜନସନ, ବ୍ରେଟ ଲି, ରିକି ପଏଣ୍ଟିଂ, ସେନ ୱାଟସନ, ସିବନାରିନ ଚନ୍ଦ୍ରପଲ, ଆଲିଷ୍ଟର କୁକ, କେଭିନ ପିଟରସନ ଗ୍ରେମ ସ୍ବାନ, ତିଲକରତେନ ଦିଲସନ, ସନଥ ଜୟସୁରିୟା, ମାହେଲା ଜୟବର୍ଦ୍ଧନେ, ମୁଥୟା ମୁରଲିଧରନ, ରଙ୍ଗନା ହେରାଥ, କୁମାରା ସାଙ୍ଗାକାରା, ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର, ଭିଭିଏସ ଲକ୍ଷ୍ମଣ, ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହେୱାଗ, ଯୁବରାଜ ସିଂହ, ଜାହିର ଖାନ, ବ୍ରେଣ୍ଡନ ମାକ୍ୟୁଲମ, ଡାନିଏଲ ଭିଟୋରୀ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.