ETV Bharat / sports

ଜାତୀୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କଲେ ଲକ୍ଷ୍ମଣ ଶିବରାମକୃଷ୍ଣ - ଜାତୀୟ ଚୟନକର୍ତ୍ତା ପଦ

ଭାରତୀୟ ଜାତୀୟ ଚୟନକର୍ତ୍ତା ପଦ ପାଇଁ ଲକ୍ଷ୍ମଣ ଶିବରାମକୃଷ୍ଣଙ୍କ ସମେତ ଅନ୍ୟ ଦୁଇ ପୂର୍ବତନ ଖେଳାଳି କଲେ ଆବେଦନ । ଅଧିକ ପଢ଼ନ୍ତୁ...

Laxman Sivaramakrishnan, national selector’s post, ଜାତୀୟ ଚୟନକର୍ତ୍ତା ପଦ, ଲକ୍ଷ୍ମଣ ଶିବରାମକୃଷ୍ଣ
ଜାତୀୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କଲେ ଲକ୍ଷ୍ମଣ ଶିବରାମକୃଷ୍ଣ
author img

By

Published : Jan 23, 2020, 11:27 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଲେଗ ସ୍ପିନର ଲକ୍ଷ୍ମଣ ଶିବରାମକୃଷ୍ଣ ଜାତୀୟ ଚୟନକର୍ତ୍ତା ପଦ ପାଇଁ ଆବେଦନ ଦାଖଲ କରିଛନ୍ତି । ତାଙ୍କ ସହ ପୂର୍ବତନ ଅଫ ସ୍ପିନର ରାଜେଶ ଚୌହାନ ଓ ବାମହାତି ବ୍ୟାଟ୍ସମ୍ୟାନ ଅମୟ ଖୁରସିୟା ମଧ୍ୟ ପଦ ପାଇଁ ଆବେଦନ କରିଛନ୍ତି । ଏନେଇ ତିନି ପୂର୍ବତନ ଖେଳାଳି ସ୍ପଷ୍ଟ କରିଛନ୍ତି ।

ଆବେଦନ କରିବାର ଶେଷ ତାରିଖ 24 ଜାଜୁଆରୀ ରହିଛି । ଏମଏସକେ ପ୍ରସାଦ (ଦକ୍ଷିଣ କ୍ଷେତ୍ର) ଓ ଗଗନ ଖୋଡା(ମଧ୍ୟ କ୍ଷେତ୍ର)ଙ୍କ ସ୍ଥାନରେ ବିସିସିଆଇ ଦୁଇଟି ପଦବୀ ଭରିବ । ସେପଟେ ସରନଦୀପ ସିଂ, ଜତିନ ପରାଞ୍ଜପେ ଓ ଦେବାଙ୍ଗ ଗାନ୍ଧୀ ଆଉ ଏକ ଅଧିବେସନ ପର୍ଯ୍ୟନ୍ତ ନିଜ ପଦବୀ କାଏମ ରଖିବେ । ଭାରତ ପାଇଁ ବେନସନ ଆଣ୍ଡ ହେଜସ କ୍ରିକେଟ ବିଶ୍ବ ଚାମ୍ପିୟନଶିପର ନାୟକ ସାଜିଥିବା ଶିବରାମକୃଷ୍ଣ 20 ବର୍ଷ ଧରି କମେଣ୍ଟ୍ରି କରି ଆସୁଛନ୍ତି । ଏହାସହ ସେ ଆଇସିସି କ୍ରିକେଟ ସମିତିର ସଦସ୍ୟ ହେବା ସହ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ମଧ୍ୟ ସ୍ପିନ ବୋଲିଂ କୋଚ ଅଛନ୍ତି ।

ତେବେ ପୂର୍ବ ଜୁନିୟର ମୁଖ୍ୟ ଚୟନକର୍ତ୍ତା ଭେଙ୍କଟେସ ପ୍ରସାଦ ଓ ପୂର୍ବ ଭାରତୀୟ ବ୍ୟାଟିଂ କୋଟ ସଞ୍ଜୟ ବାଙ୍ଗର ମଧ୍ୟ ଏହି ପଦ ପାଇଁ ଆବେଦନ କରି ପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.