ETV Bharat / sports

୧୬ରୁ ଲୟର୍ସ ରାଉଣ୍ଡ ଟେବୁଲ କ୍ରିକେଟ ଲିଗ, ସାମିଲ ହେବେ ୧୪ ଟିମ

ଆସନ୍ତା 16 ତାରିଖରୁ ଆରମ୍ଭ ହେବ ଲୟର୍ସ ରାଉଣ୍ଡ ଟେବୁଲ କ୍ରିକେଟ ଲିଗ । ଏହି ଲିଗରେ କର୍ପୋରେଟ କ୍ଷେତ୍ରରେ କାମ କରୁଥିବା ପୂର୍ବତନ କ୍ରିକେଟରମାନେ ଅଂଶଗ୍ରହଣ କରିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Feb 14, 2021, 7:43 AM IST

ଆସନ୍ତା ୧୬ରୁ  ଲୟର୍ସ ରାଉଣ୍ଡ ଟେବୁଲ କ୍ରିକେଟ ଲିଗ, ସାମିଲ ହେବେ ୧୪ ଟିମ

କଟକ:ଆସନ୍ତା 16 ତାରିଖରୁ ଆରମ୍ଭ ହେବ ଲୟର୍ସ ରାଉଣ୍ଡ ଟେବୁଲ କ୍ରିକେଟ ଲିଗ । ଏହି ଲିଗରେ କର୍ପୋରେଟ କ୍ଷେତ୍ରରେ କାମ କରୁଥିବା ପୂର୍ବତନ କ୍ରିକେଟରମାନେ ଅଂଶଗ୍ରହଣ କରିବେ । ମୋଟ 14ଟି ଟିମ ମଧ୍ୟରେ ପ୍ରତି ଶନିବାର ଓ ରବିବାର ମ୍ୟାଚ ଖେଳାଯିବ ।

ପ୍ରଥମେ ଲିଗ ଓ ପରେ ନକଆଉଟ ଭିତ୍ତିରେ ଲିଗ ଖେଳାଯିବ । ସମସ୍ତ ମ୍ୟାଚ ଟି-20 ଫର୍ମାଟରେ ଖେଳାଯିବ । ଏଭଳି ଟୁର୍ଣ୍ଣାମେଣ୍ଟ ବିଭିନ୍ନ କ୍ଷେତ୍ରରେ ଥିବା କର୍ମଜୀବୀଙ୍କୁ ଏକତ୍ରିତ ହୋଇ ଖେଳିବାର ସୁଯୋଗ ଆଣିଦେବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.