ETV Bharat / sports

ଆଡିଲେଡ ଟେଷ୍ଟ: ଲବୁସାନଙ୍କ ନିଆରା ରେକର୍ଡ - ପାକିସ୍ତାନ-ଅଷ୍ଟେଲିଆ ଟେଷ୍ଟ

ଚଳିତ କ୍ୟାଲେଣ୍ଡର ବର୍ଷରେ 793 ରନ ସହ ସର୍ବାଧିକ ଟେଷ୍ଟ ରନ ହାସଲକାରୀ କ୍ରିକେଟର ହୋଇଛନ୍ତି ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ।

ଲବୁସାନଙ୍କ ନିଆରା ରେକର୍ଡ
ଲବୁସାନଙ୍କ ନିଆରା ରେକର୍ଡ
author img

By

Published : Nov 30, 2019, 3:16 PM IST

ଆଡିଲେଡ: ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଅଷ୍ଟେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ ଦମଦାର ପ୍ରଦର୍ଶନ କରିଛନ୍ତି। ଶତକୀୟ ପାଳି ଖେଳିବା ସହ ଲବୁସାନ ଚଳିତ କ୍ୟାଲେଣ୍ଡର ବର୍ଷର ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଛନ୍ତି।

ଲବୁସାନ ଖେଳିଥିବା 9ଟି ମ୍ୟାଚରୁ 793 ରନ ସହ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ଏହି ମାଇଲଷ୍ଟୋନ ହାସଲ କରିବାରେ ଲବୁସାନ ଅଷ୍ଟ୍ରେଲିଆର ଅନ୍ୟତମ ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ପଛରେ ପକାଇଛନ୍ତି । ସ୍ମିଥ 7ଟି ମ୍ୟାଚରୁ 778 ରନ ସହ ତାଲିକାର 2ୟ ସ୍ଥାନରେ ରହିଛନ୍ତି।

year's leading run scorer
ଫଟୋ ସୌଜନ୍ୟ: twitter@ICC

ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ମୟଙ୍କ ଅଗ୍ରୱାଲ ଓ ଅଜିଙ୍କ୍ୟ ରାହାଣେ ତାଲିକାର ଶ୍ରେଷ୍ଠ 5 ସ୍ଥାନ ମଧ୍ୟରେ ରହିଛନ୍ତି । ମୟଙ୍କ 754 ରନ ସହ ତାଲିକାର 3ୟ ସ୍ଥାନରେ ରହିଥିବାବେଳେ, 642 ରନ ସହ ରାହାଣେ 5ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ 746 ରନ ସହ ତାଲିକାର 4ର୍ଥ ସ୍ଥାନରେ ଅଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.