ETV Bharat / sports

ବିଜୟ ପାଳୁ ପାଳୁ ବାଇକରୁ ଖସି ପଡିଲେ ଶ୍ରୀଲଙ୍କା କ୍ରିକେଟର

author img

By

Published : Aug 2, 2019, 11:18 PM IST

ପଡିଆରେ ବାଇକ ଚଲାଇ ଖୁସି ମନାଉଥିବା ବେଳେ ହଠାତ୍‌ ବାଇକରୁ ଖସି ପଡିେଲ କୁଶଲ ମେଣ୍ଡିସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଲମ୍ବୋ: ବାଂଲାଦେଶ ଘରୋଇ ସିରିଜ କ୍ଲିନ ସୁଇପ କରିଛି ଶ୍ରୀଲଙ୍କା । ବିଜୟର ଖୁସିରେ ମସଗୁଲ ହୋଇଥିଲେ ଦଳର ଯୁବ ଖେଳାଳି । ତେବେ ବିଜୟର ଏମିତି ଖୁସି ଏମିତି ଉପାୟରେ ମନାଇବା ଦଳର ଖେଳାଳି କୁଶଲ ମେଣ୍ଡିସଙ୍କୁ ମହଙ୍ଗା ପଡ଼ିଛି । ପଡିଆରେ ବାଇକ ଚଲାଇ ଖୁସି ମନାଉଥିବା ବେଳେ ହଠାତ୍‌ ବାଇକରୁ ଖସି ପଡିଛନ୍ତି ସେ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ସିରିଜର ତୃତୀୟ ମ୍ୟାଚ୍ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମୁକାବିଲାକୁ ଶ୍ରୀଲଙ୍କା 122 ରନରେ ଜିତି ନେଇଥିଲା । ତେବେ ବିଜୟ ପରେ ମେଣ୍ଡିସ୍ ଓ ଶେହାନ୍ ଜୟସୁରିୟା ବାଇକରେ ଗ୍ରାଉଣ୍ଡ ବୁଲିଥିଲେ । ଏହା ମଧ୍ୟରେ ଦୁହେଁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ବାଇକ୍ ସହ ତଳେ ପଡ଼ିଯାଇଥିଲେ । ତଳେ ପଡ଼ିବା ମାତ୍ରକେ ସୁରକ୍ଷାକର୍ମୀ ତୁରନ୍ତ ଦୁଇ ଖେଳାଳିଙ୍କୁ ଉଠାଇବା ପାଇଁ ସାହାଯ୍ୟ କରିଥିଲେ । ତେବେ ବଡକଥା ହେଲା ଦୁଇ ଖେଳାଳିଙ୍କୁ କୌଣସି ଆଘାତ ଲାଗିନାହିଁ। ଏହି ମ୍ୟାଚରେ ମେଣ୍ଡିସ୍ 58 ବଲରେ 54 ରନର କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.