ETV Bharat / sports

ପିଙ୍କ ବଲ ଟେଷ୍ଟ ପାଇଁ କୋଲକାତାରେ 'ଗୋଲାପୀ ଲାଇଟ' - Day/Night Test

କୋଲକାତା ସହରର ସମସ୍ତ ପ୍ରମୁଖ ସ୍ଥାନ ଗୁଡିକରେ ପିଙ୍କ୍‌ ଲାଇଟ ଲାଗିଛି । ଷ୍ଟାଡିୟମ ଆକାଶରେ ମଧ୍ୟ ଏକ ବଡ ଗୋଲାପୀ ରଙ୍ଗର ବେଲୁନ ଉଡାଯାଇଛି।

ଇଡେନ ଗାର୍ଡେନ୍ସ
author img

By

Published : Nov 18, 2019, 1:17 PM IST

କୋଲକାତା: ଆଗାମୀ ଶୁକ୍ରବାର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବ ଐତିହାସିକ ଡେ-ନାଇଟ ଟେଷ୍ଟ ମ୍ୟାଚ । ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜର 2ୟ ମ୍ୟାଚ ହେବ ଏହି ଐତିହାସିକ ଟେଷ୍ଟ । ଏଥିପାଇଁ ସହରରେ ଲାଗୁଛି ଗୋଲାପୀ ଲାଇଟ।

ରବିବାର ଏହି ଐତିହାସିକ ଟେଷ୍ଟ ମ୍ୟାଚ ନେଇ ଇଟିଭି ଭାରତ ସହ ଆଲୋଚନା କଲିକତା କ୍ରିକେଟ ଆସୋସିଏସନ ସଭାପତି ତଥା ବିସିସିଆଇ ବିଗବସ ସୌରଭ ଗାଙ୍ଗୁଲୀ । ଏଠାରେ ହେବାକୁ ଥିବା ‘ପିଙ୍କ ବଲ୍‌ ଟେଷ୍ଟ’ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି । ଉତ୍ସୁକତାର ସହ ଦର୍ଶକ ଦେଖିବା ପାଇଁ ପ୍ରତୀକ୍ଷା କରିଥିବା କଥା କହିଛନ୍ତି ଦାଦା । ଏଥିପାଇଁ କଠିନ ପରିଶ୍ରମ କରାଯାଇଛି ବୋଲି କହିବା ସହ ସମସ୍ତ ପ୍ରସ୍ତୁତି ଶେଷ ଓ ଇଡେନ୍‌ ପିଙ୍କ ବଲ୍‌ ଟେଷ୍ଟର ସାକ୍ଷୀ ରହିବା ପାଇଁ ଅପେକ୍ଷାରେ ରହିଛି ବୋଲି କହିଛନ୍ତି।

ଇଡେନ ଗାର୍ଡେନ୍ସ
ଇଡେନ ଗାର୍ଡେନ୍ସ

ଅନ୍ୟପଟେ ଗତକାଲି ପଡିଆରେ ମ୍ୟାଚ ଟିକେଟ ସହ ମସ୍କାଟ ସହ ଏକ ଫଟୋ ଉଠାଇଛନ୍ତି । ଏଥିସହ କୋଲକାତା ଟେଷ୍ଟର ପ୍ରଥମ ତିନି ଦିନର ସମସ୍ତ ଟିକେଟ ବିକ୍ରି ହୋଇଥିବା କଥା ସୌରଭଙ୍କ ପାଇଁ ଖୁସି ଖବର ବୋଲି ସେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ।

ସେହିପରି କୋଲକାତା ସହରର ସମସ୍ତ ପ୍ରମୁଖ ସ୍ଥାନରେ ପିଙ୍କ୍‌ ଲାଇଟ ଲାଗିଛି । ଷ୍ଟାଡିୟମ ଆକାଶରେ ମଧ୍ୟ ଏକ ବଡ ଗୋଲାପୀ ରଙ୍ଗର ବେଲୁନ ଉଡାଯାଇଛି । ଯାହାକି ଏହି ମ୍ୟାଚ ଶେଷ ପର୍ଯ୍ୟନ୍ତ ଉଡିବ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.