ETV Bharat / sports

କୋହଲିଙ୍କୁ ଶ୍ରେଷ୍ଠ କହିଲେ ସ୍ମିଥ

author img

By

Published : Jan 23, 2020, 12:31 PM IST

ଭେଟେରାନ ଅଷ୍ଟ୍ରେଲିଆ କ୍ରିକେଟର ତଥା ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ, ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସ୍ମିଥ କହିଛନ୍ତି କୋହଲି ଜଣେ ଶ୍ରେଷ୍ଠ ଖେଳାଳି ଓ ଆଗକୁ ସେ ଅଧିକ ରେକର୍ଡ ଭାଙ୍ଗିପାରନ୍ତି । ଅଧିକ ପଢନ୍ତୁ...

Steve Smith on Virat Kohli
କୋହଲିଙ୍କୁ ଶ୍ରେଷ୍ଠ ମାନିଲେ ସ୍ମିଥ

ହାଇଦ୍ରାବାଦ: ଭେଟେରାନ ଅଷ୍ଟ୍ରେଲିଆ କ୍ରିକେଟର ତଥା ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ, ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସ୍ମିଥ କହିଛନ୍ତି କୋହଲି ଜଣେ ଶ୍ରେଷ୍ଠ ଖେଳାଳି ଓ ଆଗକୁ ସେ ଅଧିକ ରେକର୍ଡ ଭାଙ୍ଗିପାରନ୍ତି ।

Steve Smith on Virat Kohli
ଷ୍ଟିଭ ସ୍ମିଥ

ଆଗାମୀ ଆଇପିଏଲରେ ସ୍ମିଥ ରାଜସ୍ଥାନ ରୟାଲ୍ସ ଦଳର ପ୍ରମୁଖ ଖେଳାଳି ରହିଛନ୍ତି । ତେବେ ଏହାପରେ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-20 ବିଶ୍ବକପରେ ଖେଳିବା ସ୍ପଷ୍ଟ ହୋଇଛି । ବଲ ଟ୍ୟାମ୍ପରିଂ ଅଭିଯୋଗରେ 12 ମାସ ବାସନ୍ଦାଦେଶ ଭୋଗିଥିଲେ ସ୍ମିଥ । ଏହାପରେ ଇଂଲଣ୍ଡ ବିପକ୍ଷ ଆସେସ ଟେଷ୍ଟ ଓ 2019 ବିଶ୍ବକପ ଖେଳିଥିଲେ । ଦମଦାର ପ୍ରଦର୍ଶନ ସହ ଆଇସିସି ଟେଷ୍ଟ ମାନ୍ୟତାରେ କୋହଲିଙ୍କୁ ଟପିଯାଇଥିଲେ ।

Steve Smith on Virat Kohli
ବିରାଟ କୋହଲି-ଷ୍ଟିଭ ସ୍ମିଥ

ତେବେ ନିକଟରେ ଭାରତ ବିପକ୍ଷ ଦିନିକିଆ ସିରଜରେ ଶତକୀୟ ଇଂନିସ ଖେଳିଥିଲେ ଏହି ଷ୍ଟାର କ୍ରିକେଟର । ବିଶ୍ବ କପ ମ୍ୟାଚବେଳେ କିଛି ଭାରତୀୟ ପ୍ୟାନ୍ସ ସ୍ମିଥଙ୍କୁ, ବଲ ଟ୍ୟାମ୍ପରିଂ ପାଇଁ ଚିଡାଇଥିଲେ । ଏହାକୁ କ୍ୟାପଟେନ କୋହଲି ନାପସନ୍ଦ କରିବା ସହ ସ୍ମିଥଙ୍କୁ ଉତ୍ସାହିତ କରିବାକୁ ଭାରତୀୟ ଫ୍ୟାନ୍ସଙ୍କୁ କହିଥିଲେ । ଏହି ବିଷୟ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଇସିସି ପକ୍ଷରୁ କ୍ୟାପଟେନ କୋହଲିଙ୍କୁ ଏହି ମନୋଭାବ ଯୋଗୁଁ ପୁରସ୍କାର ମଧ୍ୟ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.