ETV Bharat / sports

ମହାନତା ଦେଖାଇଲେ ବିରାଟ, ଆଇସିସି କଲା ସମ୍ମାନିତ

author img

By

Published : Jan 15, 2020, 6:15 PM IST

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ "2019 ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ" ଦେଇଛି ଆଇସିସି । ତେବେ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିରାଟ କରିଥିବା ମହାନ କାମ ତାଙ୍କୁ ମିଳିଛି ଏହି ସମ୍ମାନ ।

kohli-bags-iccs-2019-spirit-of-cricket-award-for-his-superb-gesture-during-wc-game
ଆଇସିସି ଆୱାର୍ଡ 2019

ଦୁବାଇ: ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମ୍ମାନଜନକ "ଆଇସିସି ଆୱାର୍ଡ 2019" । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ "2019 ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ" ଦେଇଛି ଆଇସିସି । ତେବେ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିରାଟ କରିଥିବା ମହାନ କାମ ପାଇଁ ତାଙ୍କୁ ମିଳିଛି ଏହି ସମ୍ମାନ ।

ତେବେ ଉକ୍ତମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥଙ୍କୁ ଗ୍ୟାଲେରୀରେ ବସିଥିବା କିଛି ଭାରତୀୟ କ୍ରିକେଟ ପ୍ରେମୀ ଚିଟର ଚିଟର କହି ଚିଡାଇଥିଲେ । ଏହା ଶୁଣି ବିରାଟ ଦୁଖଃ ପ୍ରକାଶ କରିବା ସହ ପାଭେଲିଅନ ପାଖକୁ ଆସି ସ୍ମିଥଙ୍କ ପାଇଁ ଚିୟର କରିବାକୁ କହିଥିଲେ । ତେବେ କୋହଲିଙ୍କ ଏହି ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ ପାଇଁ ତାଙ୍କୁ ସବୁ ଆଡୁ ବାଃ ବାଃ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.