ETV Bharat / sports

ରାହୁଲ କିଙ୍ଗସ ଇଲେଭେନ ପଞ୍ଜାବର ନୂଆ କ୍ୟାପଟେନ

2020 ଆଇପିଏଲରେ କିଙ୍ଗସ ଇଲେଭେନ ପଞ୍ଜାବ ଟିମର କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ ଲୋକେଶ ରାହୁଲ । ପକ୍ଷରୁ ଏନେଇ ଫ୍ରାଞ୍ଚାଇଜ ଅନ୍ୟତମ ମାଲିକ ନେସ ନାଦିଆ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 19, 2019, 8:56 PM IST

KL Rahul
ଲୋକେଶ ରାହୁଲ

କୋଲକାତା: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ନୂଆ ଦାୟିତ୍ବ । 2020 ଆଇପିଏଲରେ କିଙ୍ଗସ ଇଲେଭେନ ପଞ୍ଜାବ ଟିମର କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ ରାହୁଲ । ଏନେଇ ଫ୍ରାଞ୍ଚାଇଜ ଅନ୍ୟତମ ମାଲିକ ନେସ ନାଦିଆ ଘୋଷଣା କରିଛନ୍ତି ।

Kings XI Punjab captain
ଲୋକେଶ ରାହୁଲ

2018 ଆଇପିଏଲ ନିଲାମରେ ରାହୁଲଙ୍କୁ 11 କୋଟି ଟଙ୍କାରେ କିଣିଥିଲା କିଙ୍ଗସ ଇଲେଭେନ ପଞ୍ଜାବ । ଏହାପରେ ପଞ୍ଜାବର ସବୁଠୁ ନିର୍ଭରଯୋଗ୍ୟ ଓ ପ୍ରମୁଖ ବ୍ୟାଟ୍ସମ୍ୟାନ ରହିଛନ୍ତି ରାହୁଲ । ସେ ଗୋଟିଏ ଶତକ ସହ 12ଟି ଅର୍ଧଶତକୀୟ ଇଂନିସ ମଧ୍ୟ କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ 2ଟି ସଂସ୍କରଣରେ ଖେଳିଛନ୍ତି ।

ପୂର୍ବ ସଂସ୍କରଣରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ କିଙ୍ଗସ ଇଲେଭେନ ପଞ୍ଜାବର କ୍ୟାପଟେନ ରହିଥିଲେ । ତେବେ ଅଶ୍ବିନ 2020 ଆଇପିଏଲ ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.