ETV Bharat / sports

ଆହତ ପନ୍ତଙ୍କ ସ୍ଥାନରେ ‘ଭରତ’ ଟିମରେ ସାମିଲ - ଋଷବ ପନ୍ତ

ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ସ୍ଥାନରେ ଆନ୍ଧ୍ର ପ୍ରଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ କେଏସ୍ ଭରତଙ୍କୁ ବ୍ୟାକଅପ୍ ୱିକେଟକିପର ଭାବେ ଦଳରେ ସାମିଲ୍ କରାଯାଇଛି ।

k-s-bharat-named-back-up-wicket-keeper-for-2nd-odi
ଆହତ ପନ୍ତଙ୍କ ସ୍ଥାନରେ ଭରତ ଟିମରେ ସାମିଲ
author img

By

Published : Jan 17, 2020, 8:50 PM IST

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ତେବେ ତାଙ୍କ ସ୍ଥାନରେ ଆନ୍ଧ୍ର ପ୍ରଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ କେଏସ୍ ଭରତଙ୍କୁ ବ୍ୟାକଅପ୍ ୱିକେଟକିପର ଭାବେ ଦଳରେ ସାମିଲ୍ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପନ୍ତଙ୍କୁ ଚିକିତ୍ସକଙ୍କ ତତ୍ବବଧାନରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ପଠାଇ ଦିଆଯାଇଛି । ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ହେଲମେଟରେ ବଲ୍ ବାଜିବା କାରଣରୁ ପନ୍ତ ଆହତ ହୋଇଥିଲେ ।

ଅନ୍ୟପଟେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରୁ ନାହାଁନ୍ତି ଭରତ । ପ୍ରଥମଶ୍ରେଣୀ କ୍ରିକେଟରେ 74ଟି ମ୍ୟାଚରେ 4143ରନ୍ କରିଛନ୍ତି ଭରତ । ଟି-20ରେ ତାଙ୍କର ଷ୍ଟ୍ରାଇକରେଟ୍ 100ରୁ ଅଧିକ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.