ETV Bharat / sports

ବକ୍ସିିଂ ଡେ ଟେଷ୍ଟରେ ଅପରିବର୍ତ୍ତିତ ଅଷ୍ଟ୍ରେଲିଆ ଏକାଦଶ: ଲାଙ୍ଗର - ମେଲବୋର୍ଣ୍ଣରେ ଦ୍ବିତୀୟ ଟେଷ୍ଟ

ପିଙ୍କ୍ ବଲ ଟେଷ୍ଟ ଖେଳିଥିବା ସମାନ ଚୂଡାନ୍ତ ଏକାଦଶ ଭାରତ ବିପକ୍ଷରେ ମେଲବୋର୍ଣ୍ଣରେ ଦ୍ବିତୀୟ ଟେଷ୍ଟ ଖେଳିବ କହିଛନ୍ତି ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର । ଅଧିକ ପଢନ୍ତୁ...

justin langer said tim paine is a good captain and important player
ବକ୍ସିିଂ ଡେ ଟେଷ୍ଟରେ ଅପରିବର୍ତ୍ତିତ ଅଷ୍ଟ୍ରେଲିଆ ଏକାଦଶ: ଲାଙ୍ଗର
author img

By

Published : Dec 24, 2020, 10:38 PM IST

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଅପରିବର୍ତ୍ତିତ ରହିବ ଅଷ୍ଟ୍ରେଲିଆ ଦଳ । ପିଙ୍କ୍ ବଲ ଟେଷ୍ଟ ଖେଳିଥିବା ସମାନ ଚୂଡାନ୍ତ ଏକାଦଶ ଭାରତ ବିପକ୍ଷରେ ମେଲବୋର୍ଣ୍ଣରେ ଦ୍ବିତୀୟ ଟେଷ୍ଟ ଖେଳିବ । ଏନେଇ କୋଚ ଜଷ୍ଟିନ ଲାଙ୍ଗର ସ୍ପଷ୍ଟ କରିଛନ୍ତି । ଏଥିସହ କ୍ୟାପଟେନ ଓ ୱିକେଟକିପର ବ୍ୟାଟ୍ସମ୍ୟାନ ଟିମ ପେନଙ୍କୁ ପ୍ରଶଂସା କରିଛନ୍ତି କୋଚ ।

ଆଡାମ ଗୀଲଖ୍ରୀଷ୍ଟ ସର୍ବଦା ସର୍ବଶ୍ରେଷ୍ଠ ୱିକେଟ କିପର ବ୍ୟାଟ୍ସମ୍ୟାନ ରହିବେ । ପେନ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରେ ଅପରାଜିତ 73 ରନର ଇଂନିସ ଖେଳିଥିଲେ । ଅଷ୍ଟ୍ରେଲିଆ ଏକଦା 111 ରନରେ 7 ୱିକେଟ ହରାଇ ସଙ୍କଟରେ ରହିଥିଲା ।

justin langer said tim paine is a good captain and important player
ଟିମ ପେନ

ମାତ୍ର ପେନଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ଇଂନିସ ବଳରେ ଘରୋଇ ଦଳ 191 ରନରେ ପହଞ୍ଚିଥିଲା ।

ଆଡିଲେଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଜିତି ଘେରାଇ ଅଷ୍ଟ୍ରେଲିଆ 1-0ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.