ETV Bharat / sports

ଷ୍ଟମ୍ପ ଉପାଡିଲେ ବୁମରା, ବିସିସିଆଇ କହିଲା ଏମିତି - Jasprit Bumrah

ବିସିସିଆଇ ବୁମରାଙ୍କ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛି, ‘ହି ଇଜ୍ ବ୍ୟାକ୍‌’। ଅର୍ଥାତ ସିଂହ ଗୁମ୍ଫାକୁ ଫେରିଲା। ନୂଆ ସିଜିନ ପାଇଁ ପ୍ରସ୍ତୁତ।

jasprit-bumrah-pratices-ahead-of-first-t20-against-sri-lanka
ଷ୍ଟମ୍ପ ଉପଡାଲେ ବୁମରା, ବିସିସିଆଇ କହିଲା ଏମିତି
author img

By

Published : Jan 3, 2020, 9:19 PM IST

ଗୌହାଟୀ: ମୈଦାନକୁ ଫେରିଲେ ଭାରତୀୟ ପେସ ଷ୍ଟାର । ଆସନ୍ତା 5 ତାରିଖରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପୂର୍ବରୁ ପଡିଆରେ ଅଭ୍ୟାସ କରିଛନ୍ତି ଜସପ୍ରିତ୍‌ ବୁମରା। ବିସିସିଆଇ ବୁମରାଙ୍କ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛି, ‘ହି ଇଜ୍ ବ୍ୟାକ୍‌।’ ଅର୍ଥାତ ସିଂହ ଗୁମ୍ଫାକୁ ଫେରିଲା। ନୂଆ ସିଜିନ ପାଇଁ ପ୍ରସ୍ତୁତ।

ଫଟୋରେ ଭାରତୀୟ ବୋଲିଂ କୋଚ୍‌ ଭାରତ ଅରୁଣ ମଧ୍ୟ ନଜର ଆସିଛନ୍ତି। ଆସନ୍ତା 5 ତାରିଖରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ ପାଇଁ ଉଭୟ ଟି-20 ଓ ଦିନିକିଆ ଦଳରେ ବୁମରାଙ୍କ ନାଁ ରହିଛି। ସେପ୍ଟେମ୍ବରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଆହତ ପରେ ବୁମରା ଆଉ କୌଣସି ମ୍ୟାଚ ଖେଳି ନାହାଁନ୍ତି। ତାଙ୍କ ସ୍ଥାନରେ ଦଳରେ ରହିଥିଲେ ଉମେଶ ଯାଦବ।

ସେହିପରି ବିସିସିଆଇ ଆଉ ଏକ ଭିଡିଓ ଟ୍ବିଟ କରି କହିଛି ଯେ, ଯେଉଁଥିରେ ବୁମରା ତାଙ୍କ ବୋଲିଂ କୌଶଳରେ ଷ୍ଟମ ଉପାଡୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.