ନୂଆଦିଲ୍ଲୀ: ଦେଶତମାମ କୋରୋନା ଭାଇରସ ସଂକ୍ରମଣ ମାମଲାରେ ବୃଦ୍ଧି ସତ୍ତ୍ବେ, ଆଇପିଏଲର ଆଗାମୀ ସଂସ୍କରଣ ବିନା କୌଣସି ଅସୁବିଧାରେ ଆଗେଇବା ନେଇ ଦୃଢ ଆଶାବାଦୀ ଥିବା କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ।
-
𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021 " class="align-text-top noRightClick twitterSection" data="
">𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021
କୋରୋନା ମାମଲା ବୃଦ୍ଧି ପାଉଛି । ଏହି କାରଣରୁ ବିସିସିଆଇ ପୂର୍ବରୁ ସକର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । 6ଟି ଭେନ୍ୟୁ ପ୍ରସ୍ତୁତ ହୋଇଛି ଓ ଜୈବ ସୁରକ୍ଷା ବଳୟ ତିଆରି ହୋଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କ୍ବାଡର ସଦସ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି କହିଛନ୍ତି ଶୁକ୍ଳା । ବିନା ଦର୍ଶକରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ମଧ୍ୟ କହିଛନ୍ତି ।
-
𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021 " class="align-text-top noRightClick twitterSection" data="
">𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021
ଆଇପିଏଲର 14ତମ ସଂସ୍କରଣ ଏପ୍ରିଲ 9ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ଉଦ୍ଘାଟନୀ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ, ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ