ETV Bharat / sports

ଆଇପିଏଲ 2021: ଟସ ଜିତିଲେ ସାମସନ, ପ୍ରଥମେ ଫିଲ୍ଡିଂ କରିବ ରାଜସ୍ଥାନ

author img

By

Published : Apr 12, 2021, 7:28 PM IST

Updated : Apr 12, 2021, 7:37 PM IST

ସଞ୍ଜୁ ସାମସନ ପ୍ରଥମ ଥର ପାଇଁ ରାଜସ୍ଥାନ କ୍ୟାପଟେନ ଦାୟିତ୍ବ ନେବେ । ଅଧିକ ପଢନ୍ତୁ..

IPL 2021: Rajasthan Royals won the toss and opt to bowl
ଆଇପିଏଲ 2021: ଟସ ଜିତିଲେ ସାମସନ, ପ୍ରଥମେ ଫିଲ୍ଡିଂ କରିବ ରାଜସ୍ଥାନ

ମୁମ୍ବାଇ: ଆଇପିଏଲ 2021ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ । ସଞ୍ଜୁ ସାମସନ ପ୍ରଥମ ଥର ପାଇଁ ରାଜସ୍ଥାନ କ୍ୟାପଟେନ ଦାୟିତ୍ବ ନେବେ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମର ଏହା ପ୍ରଥମ ମୁକାବିଲା ହୋଇଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ।

ଚୁଡାନ୍ତ ଏକାଦଶ:

ରାଜସ୍ଥାନ ରୟାଲ୍ସ : ଜସ୍‌ ବଟଲର(ୱିକେଟ କିପର), ମନନ ଭୋହରା, ସଞ୍ଜୁ ସାମସନ(କ୍ୟାପଟେନ), ବେନ ଷ୍ଟୋକ୍ସ, ରିଆନ ପରାଗ, ଶିବମ ଦୁବେ, ରାହୁଲ ତେୱାତିଆ, କ୍ରିସ ମୋରିସ, ଶ୍ରେୟସ ଗୋପାଳ, ମୁସ୍ତାଫିଜୁର ରେହମାନ, ଚେତନ ସକାରିୟା ।

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ/ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ୍‌, ନିକୋଲାସ ପୁରୋନ, ଶାହାରୁଖ ଖାନ, ଦୀପକ ହୁଡ୍ଡା, ମହମ୍ମଦ ସାମି, ଜିଏ ରିଚାର୍ଡସନ, ମୁରୁଗାଁ ଅଶ୍ବିନ, ରିଲେ ରେମିଡିଥ, ଅର୍ଶଦୀପ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2021, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.