ETV Bharat / sports

ବିସିସିଆଇକୁ ଆଝାରଙ୍କ ପ୍ରସ୍ତାବ, ହାଇଦ୍ରାବାଦରେ ଖେଳାଯାଉ IPL ମ୍ୟାଚ - ଆଇପିଏଲ 2021

ମୁମ୍ବାଇ ସହରରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପରେ ଇନ୍ଦୋର ଓ ହାଇଦ୍ରାବାଦକୁ ଷ୍ଟାଣ୍ଡବାଏ ଭେନ୍ୟୁ ଭାବେ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ମୁମ୍ବାଇରେ ଶନିବାର 9,108 ନୂଆ ମାମଲା ସହ ସ୍ଥିତି ବିଗିଡିବାରେ ଲାଗିଛି । ଅଧିିକ ପଢନ୍ତୁ...

IPL 2021: Azharuddin offers to host games in Hyderabad
ବିସିସିଆଇକୁ ଆଝାରଙ୍କ ପ୍ରସ୍ତାବ, ହାଇଦ୍ରାବାଦରେ ଖେଳାଯାଉ ଆଇପିଏଲ ମ୍ୟାଚ
author img

By

Published : Apr 4, 2021, 8:03 PM IST

ହାଇଦ୍ରାବାଦ: ଆଇପିଏଲ 2021ର ମ୍ୟାଚ ହାଇଦ୍ରାବାଦରେ ଆୟୋଜନ ନେଇ ବିସିସିଆଇକୁ ପ୍ରସ୍ତାବ ଦେଲେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ମହମ୍ମଦ ଆଝାରୁଦ୍ଦିନ । କୋଭିଡ-19ରେ ସର୍ବାଧିକ ପ୍ରଭାବିତ ମୁମ୍ବାଇରେ ମ୍ୟାଚ ସମ୍ଭବ ନହେଲେ ଓ ଏହି ମ୍ୟାଚ ଅନ୍ୟତ୍ର ଖେଳାଯିବାକୁ ବିସିସିଆଇ ବିଚାର କଲେ ହାଇଦ୍ରାବାଦ ଆୟୋଜନ କରିବ କହିଛନ୍ତି ଆଝାରୁଦ୍ଦିନ ।

  • In these difficult times there is all the more reasons for us to stand by each other. Hyderabad Cricket Association would like to offer its facilities to @BCCI to ensure that IPL2021 is conducted in safe and secure venues.

    — Mohammed Azharuddin (@azharflicks) April 4, 2021 " class="align-text-top noRightClick twitterSection" data=" ">

ମୁମ୍ବାଇ ସହରରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପରେ ଇନ୍ଦୋର ଓ ହାଇଦ୍ରାବାଦକୁ ଷ୍ଟାଣ୍ଡବାଏ ଭେନ୍ୟୁ ଭାବେ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ମୁମ୍ବାଇରେ ମୋଟ 10ଟି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ୱାଙ୍ଖେଡେ ଷ୍ଟାଡିୟମର ଗ୍ରାଉଣ୍ଡଷ୍ଟାଫ ଓ ଇଭେଣ୍ଟ ମ୍ୟାନେଜର କୋରୋନା ଆକ୍ରାନ୍ତ ହେବାପରେ ଏହି ଷ୍ଟାଡିୟମରେ ମ୍ୟାଚ ଖେଳାଯିବାକୁ ନେଇ ଆଶଙ୍କା ଦେଖାଦେଇଛି ।

ଫଳରେ ଟ୍ବିଟ ଯୋଗେଁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଆଇପିଏଲ 2021ର ମ୍ୟାଚ ସୁରକ୍ଷିତ ଭାବେ ସୁରୁଖୁରୁରେ ଆୟୋଜନ ପାଇଁ ଆଗ୍ରହୀ ଥିବା ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ଆଝାରୁଦ୍ଦିନ ।

ମୁମ୍ବାଇରେ ଶନିବାର 9,108 ନୂଆ ମାମଲା ସାମ୍ନାକୁ ଆସିଛି ଓ ସ୍ଥିତି ବିଗିଡିବାରେ ଲାଗିଛି । ଏପରିକି ମିନି ଲକଡାଉନ ସ୍ଥିତିରେ ମୁମ୍ବାଇ ଥିବା କୁହାଯାଉଛି ।

ମୁମ୍ବାଇରେ ବର୍ତ୍ତମାନ 4ଟି ଟିମ- ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ରହିଛନ୍ତି ।

ଏପ୍ରିଲ 10ରେ 3 ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗତ ସଂସ୍କରଣରେ ଫାଇନାଲ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇରେ ମୁକାବିଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.