ETV Bharat / sports

ରବିବାର ଘୋଷଣା ହେବ ଆଇପିଏଲ 2020ର ଖେଳସୂଚୀ

author img

By

Published : Sep 5, 2020, 6:25 PM IST

ବ୍ରିଜେଶ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତାକାଲି ଖେଳସୂଚୀ ପ୍ରକାଶ ପାଇବ।

ରବିବାର ଘୋଷଣା ହେବ ଆଇପିଏଲ 2020 ର ଖେଳସୂଚୀ
ରବିବାର ଘୋଷଣା ହେବ ଆଇପିଏଲ 2020 ର ଖେଳସୂଚୀ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13ତମ ସଂସ୍କରଣର ବହୁ ପ୍ରତୀକ୍ଷିତ ଖେଳସୂଚୀ ରବିବାର ପ୍ରକାଶ ପାଇବ ବୋଲି ଆଇପିଏଲ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଶନିବାର କହିଛନ୍ତି ।

ସେପ୍ଟେମ୍ବର 19ରୁ ଆଇପିଏଲ୍ 2020 ଆରମ୍ଭ ହେବାର ଯୋଜନା ରହିଛି ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି, କେଉଁ ଦିନ ସେମାନଙ୍କର ପ୍ରିୟ ଦଳ ପଡିଆକୁ ଓହ୍ଲାଇବେ । ବ୍ରିଜେଶ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତାକାଲି ଖେଳସୂଚୀ ପ୍ରକାଶ ପାଇବ।

ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ସେପ୍ଟେମ୍ବର 19 ରୁ ନଭେମ୍ବର 10 ପର୍ଯ୍ୟନ୍ତ ତିନିଟି ସ୍ଥାନ ଯଥା ଦୁବାଇ, ଆବୁଧାବି ଏବଂ ଶାରଜା ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.